ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଲେ ଦୀପିକା ପାଦୁକୋନ୍, ୟୁଜର୍ସ କହିଲେ- ଏ ବିକିନିର ଫୁଲ୍ ଭର୍ସନ୍ କି ?
ନୂଆଦିଲ୍ଲୀ ୦୯।୦୨: ବର୍ତ୍ତମାନ ଗେହରାଇୟାଁର ପ୍ରମୋସନ ପାଇଁ ଅଭିନେତ୍ରୀ ଦୀପିକା ଓ ଅନନ୍ୟା ଇଭେଣ୍ଟରେ ପହଞ୍ଚିଥିଲେ । ସେଠାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ତାଙ୍କ ନୂଆ ଗେଟଅପ୍କୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। ଆଗରୁ ରଣବୀରଙ୍କ ପୋଷାକ ପାଇଁ ଦୀପିକା ପାଦୁକୋନଙ୍କ ସ୍ୱାମୀ ରଣଭୀର ସିଂ ସବୁବେଳେ ଟ୍ରୋଲର ଟାର୍ଗେଟରେ ରୁହନ୍ତି । ବର୍ତ୍ତମାନ ଏବେ ଦୀପିକା ମଧ୍ୟ ଟାର୍ଗେଟ୍କୁ ଆସିଛନ୍ତି । ଦୀର୍ଘ ସମୟ ପରେ ଦୀପିକା ପାଦୁକୋନଙ୍କୁ ନିଜ ପୋଷାକ ପାଇଁ […]