ଦୀପିକାଙ୍କ ସହ କିସିଂ ସିନ୍କୁ ନେଇ ସିଦ୍ଧାନ୍ତଙ୍କ ଚାଚା କରିଥିଲେ ଫୋନ୍, କହିଲେ-ଏ ସବୁ କଣ ସତରେ ହେଉଛି…
ମୁମ୍ବାଇ ୧୩।୦୨ : ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଫିଲ୍ମ ‘ଗେହରାଇୟାଁ’ ନିକଟରେ ରିଲିଜ୍ ହୋଇଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁର୍ବେଦି, ଅନନ୍ୟା ପାଣ୍ଡେ ଏବଂ ଧୈର୍ୟ କାରଭା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଶୋରେ ସେ ଫିଲ୍ମ ସହିତ ଜଡିତ ଅନେକ ଜିନିଷ ସେୟାର କରିଥିଲେ । ଏଥି ସହିତ କପିଲ ମଧ୍ୟ ସମସ୍ତଙ୍କ ସହ ବହୁତ ଥଟ୍ଟା ମଜା କରୁଥିବା ଦେକିବାକୁ ମିଳିଥିଲା […]