ଏକାଠି ନଜର ଆସିଲେ ଲିଓନାର୍ଡ-ନତାଶା
ନୂଆଦିଲ୍ଲୀ ୨୮/୦୨; ଏକାଠି ନଜର ଆସିଲେ ହଲିଉଡ୍ ମେଗାଷ୍ଟାର୍ ଲିଓନାର୍ଡ ଏବଂ ମଡେଲ୍ ତଥା ଅଭିନେତ୍ରୀ ନତାଶା ପୁନାୱାଲା। ଲଣ୍ଡନରେ ବନ୍ଧୁଙ୍କର ଏକ ବିବାହ ସମାରୋହରେ ଦୁହେଁ ନଜର ଆସିଛନ୍ତି। ଦୁହିଁଙ୍କ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ସଟର ବଗ୍ ପକ୍ଷରୁ ଏହି ଫଟୋ ଉଠାଯାଇଛି। ବ୍ରଟିସ୍ ଭୋଗ୍ ଏଡିଟର ଇଡୱାର୍ଡ ଏନିଫୁଲ୍ ଏବଂ ଆଲେସ ମାକ୍ସୱେଲ୍ସନ୍ଙ୍କ ବିବାହ ସମାରୋହର ଏହି ଫଟୋ। ଏହି ବିବାହରେ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ। ଲଣ୍ଡନ […]