ଧୂମଧାମରେ ପାଳିତ ହେଲା ରଙ୍ଗର ପର୍ବ, ମହାପ୍ରଭୁଙ୍କ ଦର୍ଶନ ସହ ହୋଲି ଖେଲି ସମୁଦ୍ର ସ୍ନାନରେ ମଜାନେଲେ ପର୍ଯ୍ୟଟକ
ପୁରୀ ୧୯/୦୩ : ଦୀର୍ଘ ଦୁଇବର୍ଷ ପରେ ପୁରୀରେ ରଙ୍ଗର ପର୍ବ ହୋଲିକୁ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତ ପୁରୀବାସୀ । ନିଜ ପରିବାର ସଦସ୍ୟଙ୍କ ସହିତ ରଙ୍ଗ ବୋଳି ହୋଲି ଖେଳର ମଜା ନେଇଛନ୍ତି ଉଭୟ ସହରବାସୀ ଓ ପର୍ଯ୍ୟଟକ । ପୁରୀ ବାସିନ୍ଦାଙ୍କ ସହ ବାହାରୁ ଆସିଥିବା ପର୍ଯ୍ୟଟକ ତଥା ଭକ୍ତ ମାନେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ କରୋନା ବିପତ୍ତିରୁ ବିଶ୍ୱକୁ ମୁକ୍ତ କରିବା ପାଇଁ ପ୍ରାର୍ଥନା କରିଛନ୍ତି […]