ମନୋରଞ୍ଜନ ରାଜ୍ୟ

ଦର୍ଶକଙ୍କ ମନ କିଣୁଛି ‘ସର୍ବଜିତା ଅନୁ’, ଝିଅ ସାରା ପାଇଁ ପାର୍ଟନର ହେବେ କି ମା’ ଅନୁ ?

ଭୁବନେଶ୍ୱର ୦୯।୦୪ : ଓଡିଆ ଦର୍ଶକଙ୍କ ମନ କିଣୁଛି ‘ସର୍ବଜିତା ଅନୁ’ । ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ଏହି ନୂଆ ମେଗା ଧାରାବାହିକ ମାତ୍ର ୧୫ ଏପିସୋଡରେ ସର୍ବାଧିକ ଜନାଦୃତି ହାସଲ କରିଛି । ମାର୍ଚ୍ଚ ୧୪ ତାରିଖରୁ ‘ସର୍ବଜିତା ଅନୁ’ର ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ମାତ୍ର କମ୍ ଦିନରେ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଏହି ମେଗା ଧାରାବାହିକ । ତେବେ ‘ସର୍ବଜିତା ଅନୁ’ର ଆଗାମୀ ଅଧ୍ୟାୟରେ ରହିଛି ଭରପୁର ରୋମାଞ୍ଚକ । […]

ଦେଶ ବିଦେଶ ମନୋରଞ୍ଜନ

ଦୟା ବେନ୍‌ ଚରିତ୍ରରେ ନଜର ଆସିଥାନ୍ତେ ଦିବ୍ୟଙ୍କା ତ୍ରିପାଠୀ, ଏହି କାରଣରୁ ଅଫରକୁ କଲେ ରିଜେକ୍ଟ

ନୂଆଦିଲ୍ଲୀ ୦୯।୦୪ : ଟେଲି ଇଣ୍ଡଷ୍ଟ୍ରିର ବହୁ ଲୋକପ୍ରିୟ ଟିଭି ସିରିଏଲ୍ ‘ତାରକ ମେହେଟ୍ଟା କା ଓଲଟା ଚଷମା’। ଏହା ୨୦୦୮ ମସିହାରୁ ପ୍ରସାରିତ ହୋଇ ଆସୁଛି । ଏତେ ବର୍ଷ ମଧ୍ୟରେ, ଏହି ସିରିଏଲ୍ ଅନେକ ଉତ୍ଥାନ-ପତନ ଦେଖିଛି। ଅନେକ ତାରକା ଏହି ସିରିଏଲରେ ଯୋଗ ଦେଇଥିବାବେଳେ ଅନେକ ପ୍ରତିଷ୍ଠିତ କଳାକାର ମଧ୍ୟ ସିରିଏଲ୍ କୁ ବାଏ ବାଏ କହିଛନ୍ତି। ଏହିପରି ଏକ ଚରିତ୍ର ହେଉଛି ‘ବୟା ବେନ୍’ର। ଅଭିନେତ୍ରୀ ଦିଶା ଭାକନାନି ଏହି ଚରିତ୍ରରେ […]

ଖେଳ ଦେଶ ବିଦେଶ

ବେୟରଷ୍ଟୋଙ୍କ ରକେଟ୍ ଥ୍ରୋ ରେ ଆଉଟ୍ ହେଲେ ପାଣ୍ଡ୍ୟା, ମିଲରଙ୍କ ଉପରେ ସୁଝାଇଲେ ରାଗ, ଭିଡିଓ ଭାଇରାଲ

ମୁମ୍ବାଇ, ୦୯/୦୪: ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ଦମଦାର୍ ପ୍ରଦର୍ଶନ ଜାରି ରହିଛି । ଦଳ ଶୁକ୍ରବାର ପଞ୍ଜାବ କିଙ୍ଗସକୁ ୬ ଓ୍ୱିକେଟରେ ମାତ୍ ଦେଇଥିଲା । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମୁକାବିଲା ଖୁବ୍ ରୋମାଞ୍ଚକର ହୋଇଥିଲା । କାରଣ ଶେଷ ଓଭରର ପ୍ରଥମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ରନ୍ ଆଉଟ୍ ହୋଇଥିଲେ । ଫଳରେ ଗୁଜୁରାଟର ବିଜୟ କଷ୍ଟକର ହୋଇ ପଡିଥିଲା ।କିନ୍ତୁ ରାହୁଲ ତେଓ୍ୱାତିଆଙ୍କ ଛକା ଟାଇଟନ୍ସକୁ ଦେଇଥିବା ବିଜୟ ଉପହାର । ରନ୍ […]

ଦେଶ ବିଦେଶ ମନୋରଞ୍ଜନ

କୌତୂହଳର ଚମତ୍କାରିତା, ଟିଭି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ

ମୁମ୍ବାଇ: ବେଳେ ବେଳେ କୌତୂହଳ ଜଣକର ଜୀବନର ମୋଡ଼ ବଦଳାଇଥାଏ ଏବଂ ବଞ୍ଚିବାର ରାହା ଯୋଗାଇଥାଏ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ପ୍ରତି ଦୁର୍ବଳତା ନଥାଇ ମଧ୍ୟ କୌତୂହଳବଶତଃ ସେଥିରେ ପାଦ ଦେଲା ପରେ ନିଜ ଭିତରେ ଛପିଥିବା ପାରିବାପଣ ଆବିଷ୍କୃତ ହୋଇଥାଏ। ଟିଭି ଅଭିନେତ୍ରୀ ତେଜସ୍ବୀ ପ୍ରକାଶଙ୍କର ପେସାଗତ ଜୀବନ ଠିକ୍‌ ଏହି ପ୍ରକାରେ ଅତର୍କିତ ନିର୍ବାଚିତ ହୋଇଥିଲା। ଜଣେ ଯନ୍ତ୍ରୀ ଭାବରେ ବୈଷୟିକ ଜ୍ଞାନକୌଶଳରେ କିଛି ନିଆରା କରି ଦେଖାଇବାର ସ୍ବପ୍ନ ଦେଖିଥିବା ଏହି ଲଳନାଙ୍କୁ […]

ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ‘ବାଲିକା ବଧୂ’ ସେଟ୍‌ ରେ ଆଲିଆ-ରଣବୀରଙ୍କ ଦେଖା, ପ୍ରେମ ହୋଇଗଲା ‘ବ୍ରାହ୍ମାସ୍ତ୍ର’ରେ

ମୁମ୍ବାଇ ୦୮/୦୪:ବଲିଉଡର ଦୁଇ କ୍ୟୁଟ୍‌ କପଲ୍‌। ଆଲିଆ ଭଟ୍ଟ ଓ ରଣବୀର କପୁର। ଦୁହେଁ ମୋଷ୍ଟ ଆଡରବଲ୍‌ କପଲଙ୍କ ମଧ୍ୟରୁ ଜଣେ। ଦୁହିଁଙ୍କ ଲଭ୍‌, ରୋମାନ୍ସ ଓ ବିବାହକୁ ନେଇ ସରଗରମ୍‌ ବଲିଉଡ୍‌। ଦୁହେଁ ଏପ୍ରିଲ୍‌ ୧୭ରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏସବୁ ଭିତରେ ଆସନ୍ତୁ ଜାଣିବା ଦୁହିଁଙ୍କ ଲଭଷ୍ଟୋରୀ। କେବେ ଓ କେଉଁଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମର ପରୱାନା। ଆଲିଆ ଅନେକ ସାକ୍ଷାତକାରରେ କୁହନ୍ତି, ରଣବୀର ପିଲାଦିନରୁ ହିଁ ତାଙ୍କ କ୍ରଶ୍‌। […]

ଖେଳ ରାଜ୍ୟ

କଳିଙ୍ଗ ଷ୍ଟାଡିୟମ୍‌ରେ ଯୁଗଳ ମ୍ୟାଚ୍: ନେଦରଲାଣ୍ଡ୍ସ ଆହ୍ବାନ ପାଇଁ ଭାରତ ପ୍ରସ୍ତୁତ

ଭୁବନେଶ୍ବର: ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍‌ର ନେଦରଲାଣ୍ଡ୍ସ ବିପକ୍ଷ ଯୁଗଳ ମୁକାବିଲା ଲାଗି ଭାରତୀୟ ମହିଳା ଦଳ ପୂରା ପ୍ରସ୍ତୁତ ରହିଛି। ଦୁଇ ଟିକିଆ ମୁକାବିଲାର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏବଂ ଦ୍ବିତୀୟ ଶନିବାର କଳିଙ୍ଗ ଷ୍ଟାଡିୟମ୍‌ର ନୀଳ ଟର୍ଫରେ ଖେଳାଯିବ। ଏଥିଲାଗି ଉଭୟ ଦଳ ନିଜ ନିଜ ରଣନୀତିକୁ ଆହୁରି ଶାଣିତ କରିସାରିଛନ୍ତି। କେବଳ ଯାହା ପଡ଼ିଆକୁ ଓହ୍ଲାଇ ପରସ୍ପରକୁ କଡ଼ା ଟକ୍କର ଦେବା ବାକି ରହିଛି। ଲଢ଼େଇ ଆରମ୍ଭ ହେବାର ପୂର୍ବଦିନ ଅର୍ଥାତ୍ ଗୁରୁବାର […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ: ଜୈବବିବିଧତାର ସୁରକ୍ଷା ପାଇଁ ନିଷ୍ଠାପର ଉଦ୍ୟମ ଲୋଡ଼ା

ଭୁବନେଶ୍ବର: ପୃଥିବୀର ଜୈବବିବିଧତା ଏବେ ଦ୍ରୁତ ଗତିରେ ଅବକ୍ଷୟ ହେବାକୁ ଲାଗିଲାଣି। ଏହାର ସୁରକ୍ଷା ନିମନ୍ତେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ଲୋଡ଼ା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗର ସ୍ବତନ୍ତ୍ର ସଚିବ ଡା. ଅଜିତ୍ କୁମାର ମହାନ୍ତି ଏହା କହିଛନ୍ତି। ଆମ ଜଳ, ବାୟୁ ଓ ଖାଦ୍ୟକୁ ଭବିଷ୍ୟତପିଢ଼ିଙ୍କ ପାଇଁ ଗଚ୍ଛିତ ରଖିବା ପାଇଁ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରେମ ସତରେ ଅଜବ ; ୮୨ ବର୍ଷର ବୁଦ୍ଧାଙ୍କ ପ୍ରେମରେ ୩୬ ବର୍ଷର ବ୍ୟକ୍ତି

ନୂଆଦିଲ୍ଲୀ ୦୮/୦୩ : କୁହନ୍ତି ବୟସ ଦେଖେନି ପ୍ରେମ। ଦେଖେନି ଜାତି ଧର୍ମ। କାମନା ବାସନାଠୁ ଖୁବ୍‌ ଉର୍ଦ୍ଧ୍ୱରେ ପ୍ରେମ। ମନ ସିଶିଗଲେ ସରିଲା କଥା। ଏହାକୁ ଚରିତାର୍ଥ କରିଛନ୍ତି ୮୨ ବର୍ଷର ଆଇରିସ୍‌ ଜୋନ୍ସ ଓ ୩୬ ବର୍ଷର ମହୋମ୍ମଦ ଇବ୍ରାହିମ୍‌। ୪୬ ବର୍ଷ ବ୍ୟବଧାନ ଥାଇବି ହୋଇଗଲା ପ୍ରେମ। ଆଇରିସ୍‌ ବ୍ରିଟେନରେ ରହୁଥିବାବେଳେ ଇବ୍ରାହିମ୍‌ ଇଜିପ୍ଟରେ। ପ୍ରେମ ହେବାର ବର୍ଷେପରେ ୨୦୨୦ରେ କରିଥିଲେ ବିବାହ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା। ଡେଲି ମେଲର ରିପୋର୍ଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କେମିତି ବିଶ୍ବସ୍ତରୀୟ ହେବ ଏସ୍‌ସିବି? ନୂଆ ମେଡିକାଲ ‌କଲେଜ ଖୋଲୁଛନ୍ତି, ସେହି ପୁରୁଣାଙ୍କୁ ଭରସା

କଟକ: ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟରେ ସରକାର ଗୋଟିକ ପରେ ଗୋଟିଏ ନୂଆ ମେଡିକାଲ କଲେଜ ଖୋଲି ଚାଲିଛନ୍ତି। କିନ୍ତୁ ନୂଆ ମେଡିକାଲ କଲେଜ ପାଇଁ ନୂଆ ମାନବ ସମ୍ବଳର ବିକାଶ କଥା ସରକାର ଭୁଲିଯାଉଛନ୍ତି। ବରଂ ସେହି ପୁରୁଣା ମେଡିକାଲ କଲେଜଗୁଡିକରୁ ବିଶେଷଜ୍ଞ ଡାକ୍ତରଙ୍କୁ ଆଜି ଏଠିକି, କାଲି ସେଠିକି ବଦଳି କରି ତାଲିକା ପ୍ରକାଶ କରିଚାଲିଛନ୍ତି। ସରକାର ଏସ୍‌ସିବିକୁ ବିଶ୍ବସ୍ତରୀୟ (ଏମ୍‌ସ ପ୍ଲସ୍‌) କରି ଗଢ଼ି ତୋଳିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ

୯ ଜଣ ପତ୍ନୀ ସହିତ ଏକାଠି ରହୁଛି ଯୁବକ : ତଥାପି ଭରୁନି ମନ, କହିଲେ-ଆଉ ୨ ଜଣଙ୍କୁ କରିବି ବିବାହ

ଆଦିଲ୍ଲୀ ୦୮।୦୪ : ସାଧାରଣତଃ ସ୍ବାମୀ ସ୍ତ୍ରୀ ମିଶିକି ହସ ଖୁସି ରେ ସଂସାର ଗଢିଥାନ୍ତି। ଯଦି ସେହି ସମୟରେ ସ୍ବାମୀ ଆଉ ଜଣଙ୍କୁ ବିବାହ କରେ ତାହାଲେ ପ୍ରଥମ ସ୍ତ୍ରୀ ଛାଡୋତ୍ର ଦେଇଥାଏ । ହସଖୁସିର ସଂସାର ଭାଙ୍ଗି ଯାଇଥାଏ। କିନ୍ତୁ ଆପଣମାନେ କିଛିଦିନ ତଳେ ବ୍ରାଜିଲର ଜଣେ ଯୁବକଙ୍କ ବିଷୟରେ ଖବର ନିଶ୍ଚିତ ଶୁଣିଥିବେ। ଯୁବକ ଜଣକ ୯ ଜଣ ପତ୍ନୀଙ୍କ ସହିତ ରହୁଥିବା ବେଳେ ସବୁ ପତ୍ନୀଙ୍କ ପିଲାର ବାପା ହେବାକୁ ଚାହାନ୍ତି […]