ଫୋନ୍ ଇନ୍ ପ୍ଲିଜ: ଗ୍ରୀଷ୍ମ ଛୁଟିକୁ ନେଇ ପୁନର୍ବିଚାର କରନ୍ତୁ ସରକାର
ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିଲା। ଅନ୍ଲାଇନ୍ରେ ଶିକ୍ଷାଦାନ ଚାଲିଥିଲେ ମଧ୍ୟ ସ୍କୁଲ୍ ପିଲାମାନେ ବ୍ୟବସ୍ଥିତ ଭାବେ ଶିକ୍ଷା ଗ୍ରହଣ କରିପାରୁନଥିଲେ। କରୋନା ସଂକ୍ରମଣ କମିବା ଯୋଗୁଁ ଦୁଇ ବର୍ଷ ପରେ ଏବେ ସ୍କୁଲ୍ ଖୋଲିଛି। ହେଲେ ଚଳିତ ଶିକ୍ଷାବର୍ଷର ସିଲାବସ୍ ଅନୁଯାୟୀ ପାଠପଢ଼ା ଶେଷ ହୋଇପାରିନି। ତେଣୁ ସରକାର ଦେଢ଼ ମାସ ହେଉଥିବା ଗ୍ରୀଷ୍ମ ଛୁଟିକୁ ବାତିଲ୍ କରି ପାଠ ପଢ଼ା ଜାରି ରଖିବେ ଏବଂ ଜୁନ୍ ମାସରେ ୧୦ […]