‘ଭୁଲ ଭୁଲେୟାଁ-୨’ ଟ୍ରେଲର୍ ଦେଖି ଏପରିି ପ୍ରତିକ୍ରିୟା ଦେଲେ ବିଦ୍ୟା ବାଲାନ
ମୁମ୍ବାଇ: ଗତକାଲି କାର୍ତ୍ତିକ ଆର୍ଯ୍ୟାନ ଓ କିଆରା ଆଡଭାନୀଙ୍କ ହରର୍-କମେଡି ଚଳଚ୍ଚିତ୍ର ‘ଭୁଲ ଭୁଲେୟାଁ-୨’ର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ତେବେ ଏହି ଟ୍ରେଲରକୁ ଦେଖିବା ପରେ ଏଥିରେ ପ୍ରତିକ୍ରିୟା ରଖିଛନ୍ତି ‘ଭୁଲ ଭୁଲେୟାଁ’ର ମଞ୍ଜୁଲିକା ବିଦ୍ୟା ବାଲାନ। ପ୍ରଥମ ‘ଭୁଲ ଭୁଲେୟାଁ’ରେ ବିଦ୍ୟା ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ସହ ଥିଲେ ଅକ୍ଷୟ କୁମାର। ଇନ୍ଷ୍ଟାଗ୍ରାମରେ ଟ୍ରେଲର୍ ସେୟାର ହେବା ପରେ ଏହାକୁ ବହୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଏହି ଟ୍ରେଲର୍କୁ ସେୟାର କରି […]