KGF ଫେମ୍ ଅଭିନେତା ମୋହନ ଜୁନେଜାଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ବାସ
ବେଙ୍ଗାଲୁରୁ ୭।୫: କେଜିଏଫ୍ ଚାପ୍ଟର ୨ ଫେମ୍ ଅଭିନେତା ମୋହନ ଜୁନେଜାଙ୍କର ଶନିବାର ସକାଳେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତା ମୋହନ ଜୁନେଜା ବେଙ୍ଗାଲୁରୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ଦର୍ଶନଙ୍କୁ ନିଜ କମେଡିରେ ହସାଉଥିବା ମୋହନ ଜୁନେଜା ଆଜି ଦର୍ଶକଙ୍କ […]