ବିବାହର ୮ବର୍ଷ ପରେ ମାଆ ହେଲେ ଅଭିନେତ୍ରୀ କୃତିକା, ଶିଶୁ କନ୍ୟା ସହ ଘରକୁ ଆସିଲା ଖୁସି
ନୂଆଦିଲ୍ଳୀ ୧୨।୦୫: କିଛି ଦିନରୁ ବଲିଉଡ୍ ଠାରୁ ଆରମ୍ଭ କରି ଟେଲି ଇଣ୍ଡଷ୍ଟ୍ରିୁ ଅନେକ ଖୁସି ଖବର ଶୁଣିବାକୁ ମିଳୁଛି । କିଏ ବିବାହ କରୁଛି ତ ଆଉ କାହା ଘରେ ଶିଶୁକୁ ସ୍ବାଗତ କରାଯାଉଛି । ଟିଭି ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କୃତିକା ସେଙ୍ଗର ମଧ୍ୟ ଖୁସି ଖବର ଶୁଣାଇଛନ୍ତି । ଅଭିନେତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ନିକଟରେ ଭାରତୀ ସିଂ ଏବଂ ଦେବିନା ବାନାର୍ଜୀ ମଧ୍ୟ ପରେ ଗୁରୁବାର […]