ବିମାନ ଇନ୍ଧନ ଭାଟ୍ ୧%କୁ ହ୍ରାସ : ରାଜ୍ୟରେ ଅଧିକ ଉଡ଼ାଣ ପାଇଁ ପ୍ରୋତ୍ସାହନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଭୁବନେଶ୍ବରକୁ ଯେପରି ଅଧିକ ବିମାନ ଉଡ଼ାଣ କରିବ, ରାଜ୍ୟର ବିଭିନ୍ନ ଆର୍ସିଏସ୍ ( ରିଜଓନାଲ କନେକ୍ଟିଭିଟି ସ୍କିମ୍) ବିମାନବନ୍ଦରରୁ ଏୟାରଲାଇନ୍ସଗୁଡ଼ିକ ବିମାନ ଚଳାଚଳ କରିବାକୁ ଆଗ୍ରହ ଦେଖାଇବେ ସେଥିପାଇଁ ରାଜ୍ୟ ସରକାର ଏଟିଏଫ୍ (ବିମାନ ଇନ୍ଧନ) ବିକ୍ରୟ ଉପରେ […]









