ଫ୍ଲାଏ ଓଭର ନିର୍ମାଣ ଅଧା, ଧୂଳିଧୂଆଁରେ ଲୋକେ ଅଣନିଶ୍ବାସୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଯୋଡ଼ା: ଯୋଡ଼ା ସହରରେ ଦୁଇବର୍ଷ ହେଲା ଫ୍ଲାଏଓଭର ନିର୍ମାଣ କାମ ଚାଲିଛି। ଏହା କେବେ ସମ୍ପୂର୍ଣ୍ଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଠିକାସଂସ୍ଥା ଦେଉନାହିଁ। ଫ୍ଲାଏଓଭର ପାଇଁ ରାସ୍ତା ଖୋଳି ଦିଆଯାଇଛି। ଏଯାଏ ସର୍ଭିସରୋଡ ନିର୍ମାଣ କରାଯାଇ ନାହିଁ। ଖରାଦିନେ […]









