ଅଜଣା ଫୋନ୍କଲ୍ରେ ଧମକ: ଥାନାରେ ଅଭିଯୋଗ କଲେ ସୋମାଲିକା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଗତସିଂହପୁର ଟାଉନ୍: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଣିଥିବା ସୋମାଲିକା ଦାଶଙ୍କ ପାଖକୁ ଅଜଣା ଫୋନ୍କଲ୍ ପରେ ସେ ଆଜି ରାତିରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ରାତି ପ୍ରାୟ ସାଢ଼େ ୯ଟାରେ ଜଗତସିଂହପୁର ଥାନାରେ ପହଞ୍ଚି […]









