ପିହୁ ଅପହରଣ ମାମଲାର ସିବିଆଇ ତଦନ୍ତ ଦାବି: ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ପିହୁର ମା’
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ଶିଶୁକନ୍ୟା ପିହୁର ଅପହରଣକୁ ୩ ବର୍ଷ ବିତିବାକୁ ବସିଲାଣି। ଏନେଇ ପିହୁର ମା’ ମୋନାଲିସା ନାୟକ ଥାନାଠାରୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟାଳୟ, ଏସ୍ପି, ଡିଜି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ଝିଅର କିଛି […]









