ଲୁହରେ ଭିଜିଲା ପୁଲିସ ପଡ଼ିଆ, ସହିଦଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ ବାଘେଲ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମାଲକାନଗିରି : ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ଅନ୍ତର୍ଗତ ଅରନପୁରରେ ସହିଦ୍ ହୋଇଥିବା ୧୦ ଡିଆରଜି ଯବାନ ଏବଂ ଗାଡ଼ି ଚାଳକଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଛି। ଦାନ୍ତେୱାଡ଼ା ପୁଲିସ ପଡ଼ିଆ ଲୁହରେ ଭିଜିଛି। ନିଜେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ସହିଦଙ୍କ କଫିନକୁ […]









