ଜୁଲାଇ ୨୭ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
ମେଷ–ଆଜି ବନ୍ଧୁମାନଙ୍କ ପରୋକ୍ଷ ସାହାର୍ଯ୍ୟ ଫଳରେ ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । କର୍ମକ୍ଷେତ୍ର ଓ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ । ନୂତନ ଯୋଜନା କାର୍ଯ୍ୟକାରୀ ଏବଂ ମାନସିକ ଖୁସି ଲାଭ ହେବ । ବିବାଦରେ ଜିତାପଟ ନେବେ । ମହିଳାମାନେ ଘର କାମରେ ସଫଳତା ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ । ଚାଷୀ- ଶ୍ରମ ସାର୍ଥକ ହେବ । ରୋଗୀ- ଅସାଧ୍ୟ ରୋଗରେ […]