ଏସିଆ କପ୍ : ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ମାଳମାଳ ନକଲି ଟିକେଟ୍ : ଦୁବାଇ ଷ୍ଟାଡିୟମରେ ବଢିଲା ସୁରକ୍ଷା
ନୂଆଦିଲ୍ଲୀ, ୨୦|୦୮: ଚଳିତ ମାସରେ ଖେଳାଯିବ ଏସିଆ କପ୍ । ଏହି ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ ମୁକାବିଲା ହେବ ଭାରତ ଓ ପାକିସ୍ତାନ ମଧ୍ୟରେ । ମ୍ୟାଚ୍ ପାଇଁ ଉଭୟ ଦେଶର ପ୍ରଶଂସକ ଉତ୍ସାହିତ ଅଛନ୍ତି । ଫ୍ୟାନ୍ସଙ୍କ ମଧ୍ୟରେ ଟିକେଟ କିଣିବାକୁ ନେଇ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ମ୍ୟାଚର ସବୁ ଟିକେଟ୍ ମାତ୍ର ୩ ଘଣ୍ଟାରେ ସରିଯାଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୨୮ ତାରିଖରେ ମୁକାବିଲା ଖେଳାଯିବ । […]