ନାଳରେ ଭାସି ଯାଇଥିବା କାର୍ ସହ ଦୁଇ ମୃତଦେହ ଉଦ୍ଧାର
ଜମନକିରା/ଗୁଣ୍ଡୁରୁଚୁଆଁ: ଶନିବାର ରାତିରେ ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଭାସି ଯାଇଥିବା କାର୍ ମିଳିଥିବାର ଖବର ମିଳିଛି। ଅଗ୍ନିଶମ ବାହିନୀ ସେହି କାର ଭିତରୁ ୨ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ହେଲେ ତାପସ ନାୟକ ଓ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ କେନାଢିପା ଆର୍ଡି ରାସ୍ତାର ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଏକ କାର୍ ସହ ଦୁଇ ଜଣ ବ୍ୟକ୍ତି ଭାସି ଯାଇଥିବା ଖବର […]