ମସଜିଦ ବାହାରେ ବିସ୍ଫୋରଣ, ତାଲିବାନ ସମର୍ଥିତ ଇମାମ ସହ ଅନେକ ନାଗରିକ ମୃତ
କାବୁଲ: ଆଫଗାନିସ୍ତାନର ହେରାତ ପ୍ରାନ୍ତର ଗୁଜରଗାହ ମସଜିଦରେ ବଡ଼ ଧରଣର ବିସ୍ଫେୋରଣ ହୋଇଛି। ଏଥିରେ ମସଜିଦର ଇମାମ ମୁଜୀବ ରହମାନ ଅଂସାରୀଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ଆନୁଷ୍ଠାନିକ ବୟାନ ଜାରି କରାଯାଇଛି। ତେବେ ବିସ୍ଫୋରଣରେ ଅନେକ ଲୋକେ ଆହତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଂକା କରାଯାଉଛି। ମସଜିଦରେ ନମାଜ ପାଠ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ପୋଲିସ ସୂଚନା ଅନୁସାରେ, ପଶ୍ଚିମ ଆଫଗାନିସ୍ତାନର ସହର […]