ଆଜି ଗୁରୁଦିବସ: ଆଦିବାସୀ ପିଲାଙ୍କ ପାଇଁ ଆଲୋକବର୍ତ୍ତିକା ‘ଶ୍ରୀନାଥ’
ବାରିପଦା: ଅର୍ଥ ଅଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଲେ। ଆଉ ରୋଜଗାର ସମୟରେ ଗୋଡ଼ ଖରାପ ହେବାରୁ ଚଲାବୁଲା କରି ପାରିଲେ ନାହିଁ। ଶିକ୍ଷକ ହେବାର ସବୁ ଆଶା ମଉଳିଗଲା। ଏପରି ସମୟରେ ସେ ଶିକ୍ଷକ ହେବା ନିଶାରେ ଗାଁ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ବଞ୍ଚିବାର ରାହା ଦେଖାଉଛନ୍ତି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ବଡ଼ଫେଣେଇ ପଞ୍ଚାୟତ ବଡ଼ସାଫେଲ ଆଦିବାସୀ ଗାଁ’ର ବାସିନ୍ଦା ହେଉଛନ୍ତି ଶ୍ରୀନାଥ ମୁର୍ମୁ। ବୟସ ୫୦। ସେ ସ୍ଥାନୀୟ ବାହାନଗା ହାଇସ୍କୁଲ୍ରୁ ମାଟ୍ରିକ୍ […]