ସାଇବର ଠକ ଫାଶରେ ଫସିଲେ ବାୟୁସେନା ଡାକ୍ତର: ବିଦ୍ୟୁତ୍ ବିଲ୍ ନାଁରେ ହରାଇଲେ ଦେଢ଼ ଲକ୍ଷ
ଭୁବନେଶ୍ବର : ସାଇବର ଠକମାନେ ବିଦ୍ୟୁତ୍ ବିଲ୍ ବକେୟା ଥିବାରୁ ଲାଇନ୍ କଟାଯିବାର ଧମକ ଦେଇ ଉପଭୋକ୍ତାଙ୍କୁ ଟାର୍ଗେଟ୍ କରୁଛନ୍ତି। ଏଭଳି ଅଭିଯୋଗ ନୂଆ ନୁହେଁ। ଏଭଳି ଖବର ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ କରାଯାଉଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ସଚେତନ କରିବାକୁ ଉପଭୋକ୍ତାଙ୍କ ମୋବାଇଲ୍କୁ ବାରମ୍ବାର ମେସେଜ୍ ପଠାଉଛନ୍ତି। ତଥାପି ସାଇବର ଠକଙ୍କ ଫାଶରେ ଫସୁଛନ୍ତି ଉପଭୋକ୍ତା। ଜଣେ ବାୟୁସେନାର ଅବସରପ୍ରାପ୍ତ ଡାକ୍ତର ଏମିତି ଠକାମିର ଶିକାର ହୋଇ ଦେଢ଼ ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ […]