ପୂଜା ପୂର୍ବରୁ ଆକ୍ସନ : ସାଲିଆସାହିରେ କମିଶନରେଟ୍ ପୋଲିସର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ନଷ୍ଟ
ଭୁବନେଶ୍ବର ୨୦।୦୯: ଦଶହରା ପୂର୍ବରୁ ଆକ୍ସନ ମୁଡରେ କମିଶନରେଟ ପୋଲିସ । ଭୁବନେଶ୍ବର ସାଲିଆସାହିରେ ପୋଲିସର ଚଢାଉ । ଏହି ଚଢାଉରେ ସାମିଲ ଅଛନ୍ତି ଡିସିପି ପ୍ରତୀକ ସିଂହ ଏବଂ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ । ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଥିବା ସୂଚନା । ଖବର ଅନୁଯାୟୀ, ଭୁବନେଶ୍ୱର ସାଲିଆସାହିରେ ନିଶା କାରବାର ଖବର ପାଇଥିଲା ପୋଲିସ । ଯାହାକୁ ନେଇ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ଏଥିରେ ଡିସିପି ପ୍ରତୀକ ସିଂହ […]