ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତି ଦୃଷ୍ଟି କେବେ? ୬ ବର୍ଷ ହେଲା ପିଏଚ୍ଡି ବନ୍ଦ
ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ବିକାଶ ଲାଗି ଅର୍ଥ ଦିଆଯାଉଛି। ଭିସୁଟ୍ ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଉଛନ୍ତି। ରମାଦେବୀର ଭିତ୍ତିଭୂମି ସଜାଡ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚୁର ଅର୍ଥ ଘୋଷଣା କରୁଛନ୍ତି। ମାତ୍ର ଦେଶର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ (ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ) ପ୍ରତି କେବେ ଶୁଭ ଦୃଷ୍ଟି ପଢ଼ିବ ତାହାକୁ ଅନେଇ ବସିଛନ୍ତି ଛାତ୍ରଛାତ୍ରୀ। ସ୍ଥାୟୀ କ୍ୟାମ୍ପସ ଲାଗି ସରକାର ଜମି ଯୋଗାଇ ଦେଇଛନ୍ତି। ମାଳ ମାଳ କୋଠା ବି ଛିଡ଼ା ହେଲାଣି। […]