ଜାତୀୟ ଫିଲ୍ମ ଦିବସରେ ଇତିହାସ ରଚିଲା ‘ବ୍ରହ୍ମାସ୍ତ୍ର’ ! ଏତିକି କୋଟି କଲା କଲେକସନ୍
ମୁମ୍ଵାଇ ୨୪।୦୯: ୨୩ ସେପ୍ଟେମ୍ବର ଦିନ ଜାତୀୟ ସିନେମା ଦିବସ ପାଳନ କରାଯାଇଥିଲା। ଯେଉଁ କାରଣରୁ ମଲ୍ଟିପ୍ଲେକ୍ସରେ ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ମାତ୍ର ୭୫ ଟଙ୍କା ରଖାଯାଇଥିଲା । ଏଭଳି ପରିସ୍ଥିତିରେ ରଣବୀର କପୁର, ଆଲିଆ ଭଟ୍ଟ, ଶାହରୁଖ ଖାନ, ମୌନି ରୟ, ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନ ଅଭିନେତା ବ୍ରହ୍ମାସ୍ତ୍ର ତୃତୀୟ ଶୁକ୍ରବାର ଦିନ ପୁଣି ଥରେ ଧମାଲ କରିଛି। ଏହା ବର୍ତ୍ତମାନ ବହୁ ଆୟ କରିଛି। ଚଳଚ୍ଚିତ୍ର କଲେକସନ୍ରେ ଇତିହାସ ସୃଷ୍ଟି କରିଛି ବୋଲି […]