ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା, ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀ ନାଶିନୀ

ଭୁବନେଶ୍ୱର ୦୫।୧୦ : ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା। ରାଜଧାନୀ ସମେତ ରାଜ୍ୟର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀ ନାଶିନୀ । ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚିତ୍ତାକର୍ଷକ ତୋରଣ, ଆକର୍ଷଣୀୟ ସାଜସଜ୍ଜା ଭିତରେ ସୌନ୍ଦର୍ଯ୍ୟମୟୀ ମା’ଙ୍କମୂର୍ତ୍ତି ଦେଖି ଭକ୍ତ ବିଭୋର ହୋଇଉଠିଛି । ଦେଖିଲେ ଲାଗୁଛି ସତେ ଯେମିତି ଧରାପୃଷ୍ଠକୁ ଆସିଥିବା ମହାମାୟ ମା ଦୁର୍ଗା ଅଜାଡ଼ି ଦେଉଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

ଅଲଗା ହେବେନି ଧନୁଷ-ଐଶ୍ଵର୍ଯ୍ୟା ! ପରିବାର କଥା ମାନି ନେଲେ ଏହି ନିଷ୍ପତ୍ତି

ମୁମ୍ଵାଇ ୦୪।୧୦: ସାଉଥ୍‌ ସୁପରଷ୍ଟାର ଧନୁଷ । ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଲାଇମଲାଇଟକୁ ଆସିଛନ୍ତି । କିଛି ସମୟ ପୂର୍ବରୁ ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ ଲୋକଙ୍କୁ ସେମାନଙ୍କର ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଅଲଗା ହେବାର ଖବର ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଖବର ଆସୁଛି ଯେ ଧନୁଷ ଏବଂ ଐଶ୍ଵର୍ଯ୍ୟା ସେମାନଙ୍କ ସମ୍ପର୍କକୁ […]

ଅପରାଧ ରାଜ୍ୟ

ମାନସିକ ନିର୍ଯ୍ୟାତନା ଦେଉଥିଲେ ଋଣ ଆପ୍ ଅପରେଟର; ସହି ନ ପାରି ଜୀବନ ହାରିଲେ ନରେନ୍ଦ୍ରନ୍

ନୂଆଦିଲ୍ଲୀ ୦୪।୧୦ : ଋଣ ଆପ୍ ଅପରେଟରଙ୍କ ଦ୍ୱାରା ନିର୍ଯ୍ୟତନା ପାଇ ଜୀବନ ହାରିଲେ ଯୁବକ। ଅକ୍ଟୋବର ୪, ମଙ୍ଗଳବାର ସକାଳେ ଘରର ଛାତରୁ ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଋଣ ଆପ୍ ଅପରେଟରଙ୍କ ଧମକ ପାଇବା ପରେ ସେ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣକ ହେଲେ 23 ବର୍ଷୀୟ ନରେନ୍ଦ୍ରନ୍ । ପେରୁଙ୍ଗୁଡିରେ ଥିବା ଏକ ଆଇଟି ଫାର୍ମରେ ସେ କାମ କରୁଥିଲେ। MGR ନଗର […]

ଅପରାଧ ଦେଶ ବିଦେଶ

କାର୍ଲିଫର୍ନିଆରେ ୮ମାସ ଶିଶୁ ସହ ୪ ଭାରତୀୟ ଅପହରଣ, ପୋଲିସ କହିଲା ଏତେ ବଡ କଥା

ନୂଆଦିଲ୍ଲୀ ୦୪।୧୦: ଆମେରିକାର କାଲିଫର୍ନିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସୋମବାର ୪ଜଣ ଭାରତୀୟଙ୍କୁ ଅପହରଣ କରାଯାଇଛି। ଏଥିମଧ୍ୟରେ ଏକ ୮ ମାସର ଶିଶୁ କନ୍ୟା ମଧ୍ୟ ସାମିଲ୍ ଅଛନ୍ତି। ଏହି ଘଟଣା କାଲିଫର୍ନିଆର ମର୍ସିଡ୍ କାଉଣ୍ଟିରୁ ଆସିଛି । ନ୍ୟୁଜ୍ ଅନୁଯାୟୀ, ମର୍ସିଡ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟରୁ ସୋମବାର ଏକ ବିବୃତ୍ତିରେ କହିଛି ଯେ ୩୬ ବର୍ଷିୟ ଜସଦୀପ ସିଂ, ୨୭ ବର୍ଷିୟ ଜସଲିନ୍ କୌର, ସେମାନଙ୍କର ଆଠ ମାସର ଝିଅ ଅରୁହି ଏବଂ […]

ଅପରାଧ ରାଜ୍ୟ

ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ କାରବାର, ଜଣେ ଯୁବତୀଙ୍କ ସମେତ ୪ ଗିରଫ

ଭୁବନେଶ୍ୱର, ୦୪/୧୦: ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ କାରବାର । ଆଉ ଏହାକୁ ଅପରେଟ୍‌ କରୁଥିଲେ ଝିଅ । ଦେହ ବ୍ୟବସାୟ ପାଇଁ ଜଣେ ଯୁବକଙ୍କ ଠାରୁ ୨୭ ହଜାର ଟଙ୍କାରୁ ଅଧିକ ଠକିଥିଲା ଏହି ଯୁବତୀ । ପୂର୍ବରୁ ୯ରୁ ଅଧିକ ଲୋକଙ୍କୁ ଯୁବତୀ ଠକିଥିବା ଜଣାପଡ଼ିଛି । ରୁମ୍ ବୁକ୍ କରିବା ସହିତ ସେମାନଙ୍କ ଠାରୁ ଟଙ୍କା ନିଅନ୍ତି । ହେଲେ ରୁମକୁ ଗଲା ପରେ କୌଣସି ଝିଅ ନଥାନ୍ତି । ଏହି ଘଟଣାରେ […]

ଅପରାଧ ରାଜ୍ୟ

ଯୌତୁକ ଜୁଇରେ ଜଳିଗଲେ ‘ସପ୍ନାଳୟା’, ବିବାହର ଦେଢ ବର୍ଷ ପରେ ମାରିଦେଲେ ଶାଶୂଘରଲୋକ !

ନିଶ୍ଚିତକୋଇଲି ୦୪।୧୦: ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଓଥକା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କୁ ଶ୍ଵଶୁର ଘର ଲୋକ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ ଆସିଛି। ଖବର ଅନୁଯାୟୀ, ନିଶ୍ଚିନ୍ତକୋଇଲି ଥାନା ଓଥକା ଗାଁର ରାମଚନ୍ଦ୍ର ପଣ୍ଡାଙ୍କ ସାନପୁଅ ପ୍ରଦ୍ୟୁମ୍ନ ପଣ୍ଡାଙ୍କୁ ଗତ ୨୦୦୦ ମସିହାରେ ସାଲେପୁର ଥାନା ସପନପୁର ଗାଁର ପରିକ୍ଷିତ ଷଡ଼ଙ୍ଗୀଙ୍କ ଝିଅ ସପ୍ନାଳୟା ପଣ୍ଡା ବୈଦିକ ରୀତିନୀତିରେ ବିବାହ କରିଥିଲେ। ବରପକ୍ଷଙ୍କ ଦାବି […]

ଅପରାଧ ରାଜ୍ୟ

ବେଆଇନ୍‌ ଚାନ୍ଦା ଆଦାୟ ପ୍ରତିବାଦରେ ପ୍ରତିବାଦ, ବସ୍‌ ଚଳାଚଳ ବନ୍ଦ କଲା ଭଦ୍ରକ ବସ୍‌ ସିଣ୍ଡିକେଟ୍‌

ଭୁବନେଶ୍ୱର ୦୪।୧୦: ବେଆଇନ ଚାନ୍ଦା ଆଦାୟ ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିଛି ଭଦ୍ରକ ବସ ସିଣ୍ଡିକେଟ୍ । ଚାନ୍ଦା ଆଦାୟ ସହ ଅସଦବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏମିତି କି ବସରେ ଯାତ୍ରୀ ଚଢ଼ିବା ବେଳେ ମଧ୍ୟ ବାଧା ଦେଉଛନ୍ତି । ଭଦ୍ରକ ବନ୍ତ ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ବସ ଚଳାଚଳରେ ହସ୍ତକ୍ଷେପ କରୁଛନ୍ତି । ଫଳରେ ଅନ୍ୟ ଷ୍ଟପେଜରେ ବସ୍ ଠିକ ସମୟରେ ପହଞ୍ଚିପାରୁନାହିଁ । ପ୍ରତିବାଦରେ ଭଦ୍ରକ ବସ୍ […]

ଅପରାଧ ରାଜ୍ୟ

ଶ୍ୱଶୁର ଘର ପଛୁ ଜ୍ୱାଇଁର ମୃତଦେହ ଠାବ, ପୋଲିସ ଖୋଜୁଛି କାରଣ

ପାଟଣା ୦୪।୧୦ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶ୍ୱଶୁର ଘର ପଛପଟୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକ ଘଟଗାଁ ଥାନା ପାନପୋଷ ଗାଁର ବିନୋଦ ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବିନୋଦ ତାଙ୍କ ଶ୍ୱଶୁର ବିରଞ୍ଚି ବେହେରାଙ୍କ ଘର ଗଣ୍ଡବେଡ଼ା ଗାଁରେ ଘର ଜ୍ୱାଇଁ ଭାବେ ରହୁଥିଲେ । ହେଲେ […]

ଦେଶ ବିଦେଶ ମନୋରଞ୍ଜନ

‘ଦ ଲେଡି କିଲର’ରେ ଭୂମି ପେଡ୍‌ନେକର, ଚାଲେଞ୍ଜିଂ ରୋଲ୍‌ରେ ଆସିବେ ନଜର

ମୁମ୍ଵାଇ ୦୪।୧୦: ୨୦୧୫ ମସିହାରେ ‘ଦମ୍‌ ଲଗା କେ ହୈ ସା’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ଭୂମି ପେଡ୍‌ନେକର । ତା’ ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି । ଦର୍ଶକଙ୍କୁ ଅନେକଗୁଡ଼ିଏ ସୁପରହିଟ୍‌ ଫିଲ୍ମ ଉପହାର ଦେବା ସହ ବି-ଟାଉନ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପାଲଟି ଯାଇଛନ୍ତି । ଆଗକୁ ତାଙ୍କୁ ‘ଦ ଲେଡି କିଲର’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ପ୍ରଥମ ଥର ଲାଗି ଅର୍ଜ୍ଜୁନ […]

ଅପରାଧ ରାଜ୍ୟ

ବଡ଼ଭାଇକୁ ମାରିଦେଲା ସାନଭାଇ, ପାଣି ପାଇଁ ହୋଇଥିଲା ଝଗଡ଼ା

କଳାହାଣ୍ଡି ୦୪।୧୦ : ଭବନୀପାଟଣା ସଦର ଅନ୍ତର୍ଗତ ତିଲଯୋଗି ଗାଁରେ ଅଘଟଣ । ବଡ ଭାଇକୁ ମାରିଦେଲା ସାନଭାଇ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଖବର ଅନୁଯାୟୀ, ତିଲଯୋଡ଼ି ଗାଁର ବେଦପତି ମାଝୀ ନିଜ ବଡ଼ଭାଇ ପୂର୍ଣ୍ଣ ମାଝୀଙ୍କ ମଧ୍ୟରେ କେନାଲ ପାଣିକୁ ନେଇ ଝଗଡା ଚାଲିଥିଲା । ସୋମବାର ସକାଳେ ବେଦପତି ଓ ପୂର୍ଣ୍ଣଙ୍କ ମଧ୍ୟରେ ପୁଣି ଥରେ ବଚସା […]