କୋଚିଂ ସେଣ୍ଟରରେ ଅଘଟଣ, ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ମୃତ
ମାର୍ଶାଘାଇ ୦୨।୧୧ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଅଘଟଣ । ଏକ ଘରୋଇ କୋଚିଂ ସେଣ୍ଟରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ର ମୃତ । ମୃତକ ମହାକାଳପଡ଼ା ବ୍ଲକ ବଡ଼କୂଳ ପଞ୍ଚାୟତ ଗୋପୀନାଥପୁର ଗାଁ କୁଞ୍ଜବିହାରୀ ଦାସଙ୍କ ପୁଅ ଦେବୀପ୍ରସାଦ ଦାସ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଛାତ୍ର ଜଣଙ୍କ କୌଣସି କାରଣରୁ ଛାତ ବାଲକୋନୀକୁ ଯାଇଥିଲେ । ସେଠାରେ ୩ରୁ ୪ ଫୁଟ୍ ଦୂରରେ ଥିବା ୧୧ କେଭି […]

