ଅଭିନେତା ଟିମ୍ଙ୍କ ପୁଅ କରମାକ୍ ରୋଥଙ୍କର ଦେହାନ୍ତ, କ୍ୟାନସରରେ ଥିଲେ ପୀଡିତ
ମୁମ୍ଵାଇ ୦୨।୧୧: ନିକଟରେ ହଲିଉଡ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଯାହା ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ବହୁତ ସଂଗ୍ରାମ କରିବା ପରେ ସଙ୍ଗୀତକାର ତଥା ଅଭିନେତା ଟିମ୍ ରୋଥଙ୍କ ପୁଅ କରମାକ୍ ରୋଥଙ୍କର ଦେହାନ୍ତ ହୋଇଛି। ତାଙ୍କ ପରିବାରର ଏହି ଖବରକୁ ନେଇ ନିଶ୍ଚିତ କରିଛନ୍ତି। ୨୫ ବର୍ଷ ବୟସରେ କରମାକ୍ ରୋଥ୍ ଦୁନିଆକୁ ଅଲବିଦା କହିଛନ୍ତି। ପରିବାର ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି […]





