କଳା ଓ ସଂସ୍କୃତି ଧର୍ମ

ମନ୍ତ୍ର ଜପ ପାଇଁ କାହିଁକି ମାଳା ପ୍ରୟୋଗ କରାଯାଏ ? କେଉଁ ମନ୍ତ୍ର ପାଇଁ କେଉଁ ମାଳା ପ୍ରୟୋଗ କରିବା ଉଚିତ ଜାଣନ୍ତୁ ନିୟମ

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ମନ୍ତ୍ରର ଅନେକ ମହତ୍ୱ ରହିଛି | ଧାର୍ମିକ ବିଶ୍ୱାସ ଅନୁଯାୟୀ, ମନ୍ତ୍ରରେ ବହୁତ ଶକ୍ତି ରହିଛି | ପ୍ରତ୍ୟେକ ମନ୍ତ୍ର ଦ୍ୱାରା ଭିନ୍ନ ଭିନ୍ନ ପ୍ରଭାବ ଓ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ | ମନ୍ତ୍ର ଜପ କରିବାକୁ ମାଳା ପ୍ରୟୋଗ କରାଯାଇଥାଏ | କିନ୍ତୁ ମନ୍ତ୍ର ଜପ ପାଇଁ ମାଳା କାହିଁକି ପ୍ରୟୋଗ କରାଯାଏ ଜାଣିଛନ୍ତି କି ? ମନ୍ତ୍ର ଜପ ସଂଖ୍ୟାରେ କୌଣସି ଭୁଲ ନ ହେଉ ବୋଲି ମାଳା […]