ନକଲି ସାର୍ଟିଫିକେଟ୍ ଧରପଗଡ଼ ମାମଲା: ବାକି ଜିଲ୍ଲାରେ ଚଢ଼ଉ କେବେ? ହାତ ବାନ୍ଧି ବସିଛି ଓଡ଼ିଶା ପୁଲିସ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଭୁବନେଶ୍ବର/ବଲାଙ୍ଗୀର : ଗୋଟିଏ ପରେ ଗୋଟିଏ ୬ଟି ଜିଲ୍ଲାରୁ ନକଲି ସାର୍ଟିଫିକେଟ୍ଧାରୀ ଧରାପଡ଼ିଲେଣି। କିନ୍ତୁ ବାକି ସବୁ ଜିଲ୍ଲାରେ ହେଉନି ଧରପଗଡ଼। ପ୍ରଶାସନ ମୁଣ୍ଡ ପୂରାଉନି କି ଓଡ଼ିଶା ପୁଲିସ ତଦନ୍ତକୁ ଆଗକୁ ନେଉନି। ବଲାଙ୍ଗୀର ଘଟଣାକୁ ନେଇ ପୁଲିସ ଯେତିକି […]









