ପ୍ରଥମଥର ଏସ୍ସିବିରେ ମୃତ ତନୁଜାଙ୍କ କିଡ୍ନି ଲାଗିଲା: ନୂଆ ଜୀବନ ପାଇଲେ ସୂର୍ଯ୍ୟ ଓ ଆଲୋକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . କଟକ : କାଡାଭରିକ କିଡ୍ନି ପ୍ରତିରୋପଣ କ୍ଷେତ୍ରରେ ପୁଣି ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ ସଫଳତା ଦୋହରାଇଛି। ଏସ୍ସିବିର ୟୁରୋଲୋଜି ବିଭାଗରେ ଗତକାଲି ରାତିତମାମ ଉଦ୍ୟମ କରି ଦୁଇଜଣ ବ୍ୟକ୍ତିଙ୍କ ଶରୀରରେ କିଡ୍ନି ପ୍ରତିରୋପଣ କରାଯାଇଛି। ପ୍ରଥମଥର ପାଇଁ […]









