ଇଞ୍ଜେକସନ୍ ନେଇ ରୋଗୀ ଅଧିକ ଅସୁସ୍ଥ, ଥରୁଛନ୍ତି ରୋଗୀ
ବ୍ରହ୍ମପୁର ୨୯।୦୭: ବ୍ରହ୍ମପୁର ବଡ଼ ମେଡିକାଲରେ ଅଭାବନୀୟ ଘଟଣା । ଇଞ୍ଜେକସନ୍ ଦେବା ପରେ ରୋଗୀମାନେ ଅସୁସ୍ଥ । ବ୍ରହ୍ମପୁର ବଡ଼ ମେଡିକାଲର ମେଡିସିନ୍ ଓ୍ୱାର୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଶୁକ୍ରବାର ଦିନ କିଛି ରୋଗୀଙ୍କୁ ଇଞ୍ଜେକସନ୍ ଦିଆଯାଇଥିଲା । ତେବେ ଇଞ୍ଜେକସନ୍ ଦେବା ପରେ ରୋଗୀମାନେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏପିରିକି କିଛି ରୋଗୀ ଥରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ତତ୍ପର […]