କଷ୍ଟ ସହିପାରୁନି, ତୁ ସେଇଟା ବୁଝି ପାରିବୁନି… ପ୍ରକୃତି-ବାବୁସାନଙ୍କ ଅଡିଓ ଭାଇରାଲ !
ଭୁବନେଶ୍ୱର ୨୯।୦୭ : ‘ପତି- ପତ୍ନୀ ଓ ପ୍ରକୃତି’ ହାଇଡ୍ରାମାକୁ ୭ ଦିନ ବିତିଥିଲେ ବି ଚର୍ଚ୍ଚା ଥମିବାର ନାଁ ନେଉନି । ଏହାରି ଭିତରେ ବାବୁସାନ୍ -ପ୍ରକୃତି ମିଶ୍ରଙ୍କ ଏକ ଅଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଫୋନ୍ରେ କଥା ହେଉଥିବା ପୁଅ-ଝିଅ କିଏ ବୋଲି ସ୍ପଷ୍ଟ ଜଣାପଡ଼ିନି । କିନ୍ତୁ ପୁଅ-ଝିଅଙ୍କ ସ୍ୱରରୁ ଏହା ବାବୁସାନ୍ ଓ ପ୍ରକୃତିଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଯାହାକୁ ନେଇ ପୁଣି ଏକ ବିବାଦ […]