ବିଏସକେୱାଇ କାର୍ଡ କେଳେଙ୍କାରୀ: ଶୋଭା ନର୍ସିଂହୋମ ମାଲିକଙ୍କର ୨୮ ଲକ୍ଷ ଟଙ୍କା ଜବତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) କେଳେଙ୍କାରୀ ଘଟଣାରେ ୨୦୨୨ ନଭେମ୍ବରରୁ ଆରମ୍ଭ ହୋଇଥିବା ଶୋଭା ନର୍ସିଂହୋମର ସମସ୍ତ ବିଏସକେୱାଇ କାର୍ଡ ସ୍ବାପ୍ ସଂକ୍ରାନ୍ତ ତଥ୍ୟ ମଧୁପାଟଣା ଥାନା ପୁଲିସ ଜାଣିବାକୁ ଚାହିଁଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ଙ୍କ ମାଧ୍ୟମରେ ଏହି […]









