ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ: ରଥଯାତ୍ରା ପ୍ରସ୍ତୁତି ନେଇ ଚିନ୍ତା ପ୍ରକଟ କଲେ ସେବାୟତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ: ବଡ଼ଦାଣ୍ଡକୁ ମନଇଛା ଖୋଳିଦେଲ। ବଡ଼ ବଡ଼ ଗାତ କରିଦେଲ। ରଥଯାତ୍ରା କେମିତି ହେବ? ରଥ ଦବିବନି ବୋଲି କିଏ ଲିଖିତ ପ୍ରତିଶ୍ରୁତି ଦେବ? କାହିଁକି ଏଭଳି ଅବ୍ୟବସ୍ଥା? ଆଜି ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକରେ ପ୍ରଶାସନିକ ଅଧିକାରୀଙ୍କୁ ଏଭଳି ଗୁଡ଼େଇ […]









