ପୁଲିସ ହେପାଜତରୁ ବିଚାରାଧୀନ କଏଦୀ ଚମ୍ପଟ: ମଧ୍ୟାହ୍ନରେ ଫେରାର, ଅପରାହ୍ନରେ ଗିରଫ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନବରଙ୍ଗପୁର: ଜେଲ୍ ଫାଟକ ନିକଟରୁ ଚକମା ଦେଇ ଚମ୍ପଟ ମାରିଥିଲା ଜଣେ ବିଚାରାଧୀନ କଏଦୀ। ମଧ୍ୟାହ୍ନରେ ଫେରାର୍ ହୋଇଥିବାବେଳେ ଅପରାହ୍ନରେ ଧରାପଡ଼ିଛି। ଏହି କଏଦୀ ଜଣକ ହେଲା ଲୁକୁ ଭୂମିଆ। ଲୁକୁ ଏକ ଡକାୟତି ମାମଲାରେ ଗିରଫହୋଇ ଜେଲ୍ରେ ଥିଲା। ଆଜି […]









