୧୦୮ ବର୍ଷୀୟା ହେମଦେଇ : ଏବେ ବି ସୂର୍ଯ୍ୟୋଦୟ ପୂର୍ବରୁ ଶେଷ କରନ୍ତି ନିତ୍ୟକର୍ମ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ଖରା, ବର୍ଷା କି ଶୀତ ହେଉ। ଭୋର୍ ୪ଟାରେ ସେ ବିଛଣାରୁ ଉଠିପଡ଼ନ୍ତି। ଭୋର ୫ଟା ସୁଦ୍ଧା ତାଙ୍କର ସବୁ ନିତ୍ୟକର୍ମ ଶେଷ ହୋଇ ସାରିଥାଏ। ଏହାପରେ ତୁଳସୀ ଚଉରା ମୂଳେ ପାଣି ଦେଇ ପୂଜାପାଠ କରନ୍ତି। ଦିନରେ […]









