ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ: ଆଜି ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସାଧାରଣ ଲୋକ ନ୍ୟାୟ ପାଇବା ଆଶାରେ ଥାନାକୁ ଗଲେ ପୁଲିସ ଏତଲା ରଖୁନି। ନ୍ୟାୟାଳୟର ହସ୍ତକ୍ଷେପ ପରେ ପୁଲିସ ଏତଲା ଗ୍ରହଣ କରୁଛି। ହେଲେ ତଦନ୍ତର ଫଳାଫଳ ସନ୍ଦେହ […]









