କାଳଗର୍ଭରେ ଲୀନ ହେଲାଣି କାଗଜ କଣ୍ଢେଇ; ଚାହିଦା ଅଛି, ପ୍ରୋତ୍ସାହନ ନାହିଁ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ: କାଳଗର୍ଭରେ ବୁଡ଼ିଯିବାକୁ ବସିଛି କାଗଜ କଣ୍ଢେଇ। ଦିନେ ଯେଉଁ ପାରମ୍ପରିକ କାଗଜ ମୁଖା ତିଆରି କରି ରୂପକାରମାନେ ପ୍ରଶଂସା ସାଉଁଟୁଥିଲେ ଏବେ ସେଇ କଳା ପ୍ରୋତ୍ସାହନ ଅଭାବରୁ ହଜି ଯାଉଛି। କାଗଜ ମୁଖା ତିଆରି କରୁଥିବା କାରିଗର ପରିବାରର ଦାୟଦମାନେ […]









