ବିଡିଓଙ୍କ ଗାଡ଼ି ଧକ୍କାରେ ବ୍ୟବସାୟୀ ମୃତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଠାରୁ ପାରଳାଖେମୁଣ୍ଡିକୁ ଆସୁଥିବା ମୋହନା ବିଡିଓଙ୍କ ଗାଡ଼ି ଧକ୍କାରେ ବ୍ୟବସାୟୀ ଟି.ପ୍ରଭାକର ରାଓ(୫୦)ଙ୍କ ମୃତ୍ୟୁ ହୋଇଯାଇଛି। ତେବେ, ଦୁର୍ଘଟଣା ପରେ ତାଙ୍କ ଉଦ୍ଧାର କରିବା ବଦଳରେ ଘଟଣାସ୍ଥଳରୁ ଛାଡ଼ି ପଳାଇଯିବା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, […]









