ଅନ୍ଲାଇନ୍ ଗେମ୍ ସଂସାର ଉଜାଡ଼ିଲା: ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟାକଲେ ଶିକ୍ଷକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପାଟପୁର : ଅନ୍ଲାଇନ୍ ଗେମ୍ ଖେଳି ନିଜ ହାତରେ ନିଜ ସଂସାରକୁ ଉଜାଡ଼ି ଦେଇଛନ୍ତି ଜଣେ ଶିକ୍ଷକ। ଏହି ଖେଳରେ ସେ ଲକ୍ଷାଧିକ ଟଙ୍କା ହାରି ଧାରକରଜରେ ବୁଡ଼ି ରହିଥିଲେ। ଏଥିଯୋଗୁ ଶିକ୍ଷୟିତ୍ରୀ ପତ୍ନୀ ବାରମ୍ବାର ତାଙ୍କୁ ତାଗିଦ୍ ମଧ୍ୟ କରୁଥିଲେ। […]









