ମାଟିରେ ମିଶାଇଦେଲେ ଟାଙ୍ଗିରି ପାହାଡ଼: କେହି ଜାଣିଲେନି, ରାସ୍ତା ତିଆରି କଲେ ଖଣି ମାଫିଆ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୟାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୧୦ କିମି ଦୂରରେ ଥିବା ଏକ ବିରାଟ ପାହାଡ଼ ଓ ଗଛକୁ କାଟି ଖଣି ମାଫିଆମାନେ ମାଟିରେ ମିଶାଇ ଦେଇଛନ୍ତି। କେବଳ ମାଟିରେ ମିଶାଇ ଦେଇନାହାନ୍ତି, ରାସ୍ତା କରିବା ଆଳରେ ଲକ୍ଷଲକ୍ଷ ଟଙ୍କାର […]









