ସରକାରୀ ଅର୍ଥତୋଷାରପାତ ମାମଲା: ଏସିଏଫ୍ ଓ ବନ ଠିକାଦାରଙ୍କୁ ୨ବର୍ଷ କାରାଦଣ୍ଡ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜୟପୁର: ବହୁ ଚର୍ଚ୍ଚିତ ୨୮ବର୍ଷ ତଳେ ବିନା ଅନୁମତିରେ ତଥା ଜାଲ କାଗଜପତ୍ର ତିଆରି କରି ମାଲକାନଗିରି ଜିଲ୍ଲା ଅଂଚଳରେ ଥିବା ଜଙ୍ଗଲ ଜମିରେ ଥିବା ଗଛ ଗୁଡିକୁ କାଟି ସରକାରୀ ଅର୍ଥତୋଷାରପାତ ମାମଲାର ରାୟ ପ୍ରକାଶ ପାଇଛି। ଦୁଇ ଅଭିଯୁକ୍ତଙ୍କୁ […]









