Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Saturday, May 27
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ସରକାରୀ ଅର୍ଥତୋଷାରପାତ ମାମଲା: ଏସିଏଫ୍‌ ଓ ବନ ଠିକାଦାରଙ୍କୁ ୨ବର୍ଷ କାରାଦଣ୍ଡ
    ରାଜ୍ୟ

    ସରକାରୀ ଅର୍ଥତୋଷାରପାତ ମାମଲା: ଏସିଏଫ୍‌ ଓ ବନ ଠିକାଦାରଙ୍କୁ ୨ବର୍ଷ କାରାଦଣ୍ଡ

    NewsLaxmi7By NewsLaxmi7April 28, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    ଜୟପୁର: ବହୁ ଚର୍ଚ୍ଚିତ ୨୮ବର୍ଷ ତଳେ ବିନା ଅନୁମତିରେ ତଥା ଜାଲ କାଗଜପତ୍ର ତିଆରି କରି ମାଲକାନଗିରି ଜିଲ୍ଲା ଅଂଚଳରେ ଥିବା ଜଙ୍ଗଲ ଜମିରେ ଥିବା ଗଛ ଗୁଡିକୁ କାଟି ସରକାରୀ ଅର୍ଥତୋଷାରପାତ ମାମଲାର ରାୟ ପ୍ରକାଶ ପାଇଛି। ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ କୁମାର ଏକ୍କା। ତତ୍କାଳୀନ ପୂର୍ବତନ ଏସିଏଫ ଶରତ କୁମାର ପଣ୍ଡା ଓ ବନଠିକାଦାର ଜି.ଏମ୍ ସୁବାସ ଚନ୍ଦ୍ରବୋଷଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଜରିମାନା ଦେବାକୁ ନିର୍ଦ୍ଧେଷ ଦେଇଛନ୍ତି। ଏହି ମାମଲାରେ ଜଡ଼ିତ ଥିବା  ଭାସ୍କର ମହାରଣା, ନକୁଳ ପ୍ରଧାନ, ରାମକୃଷ୍ଣ ପଟ୍ଟନାୟକ, ତ୍ରିନାଥ ନାୟକ, ଶ୍ୟାମଲାଲ ହରିଜନ, ରତିକୃଷ୍ଣ ପାତ୍ର, କୃଷ୍ଣ ଚନ୍ଦ୍ର ପାଲ, କିଶୋର ମୋହନ ଗଣ୍ଡ ଆଦି ୮ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

    ସୂଚନା ଅନୁଯାୟୀ, ଗତ ୧୯୯୫ଓ ୧୯୯୬ମସିହାରେ ଜୟପୁର ବନଖଣ୍ଡ ଅନ୍ତର୍ଗତ ମାଲାକାନଗିରୀ ଜିଲ୍ଲାର ଅକୁର ଅଂଚଳର ୮୫୫.୪୬ ସଂରକ୍ଷିତ ଏକର ଜଙ୍ଗଲ ବିଭାଗ ଜମି ରହିଥିଲା। ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଜବରଦଖଲ କରାଯାଇଥିବା ଦର୍ଶାଇ ଏହାକୁ ୩୧୮ଏକର କରାଯାଇଥିଲା। ଏହି ଜବରଦଖଲ ଜମିରୁ ଗଛ କାଟି ପରିବହନ କରିବା ପାଇଁ ପରିବହନ ପରମିଟି  ପାଇଁ ଟେଙ୍ଗୁରୁଗୁଡା ଗାଁର ଜଗା ପଡ଼ିଆମୀ ତତ୍କାଳୀନ ଜୟପୁର ଡିଏଫଓଙ୍କ ନିକଟରେ ଆବେ‌ଦନ କରିଥିଲେ। ଏହାକୁ ତଦନ୍ତ କରିବା ପାଇଁ ତତ୍କାଳୀନ ଜୟପୁର ବନଖଣ୍ଡ ଡିଏଫଓ ତଦନ୍ତ କରି ‌ଏହି ପରମିଟ ଦେବାକୁ ନିର୍ଦେଶ ଦେଇଥିଲେ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏହାର ତଦନ୍ତ କରୁକରୁ ଜଣା ପଡିଲା ଯେ ଏହି ରେଂଜରେ ଜାଲ୍ କାଗଜପତ୍ର କରି  ଜଙ୍ଗଲ ଜମିରୁ ବ୍ୟାପକ ପରିମାଣର ଗଛା କଟାଯାଇଛି।

    ସରକାରୀ ତହବିଲକୁ ଯିବା ଟଙ୍କା ବଦଳରେ ଏହାକୁ ବାଟ ମାରଣା କରାଯାଇଛି। ଏହାର ତଦନ୍ତ ବେଳେ ଏହା ୫୧ଲକ୍ଷ ୫୦ହଜାର ୯୮୨ଟଙ୍କାର କାଠ ଗାୟବ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ବନଖଣ୍ଡ ଅଧିକାରୀ ମାମଲା ଭିଜିଲାନସରେ ଦେଇଥିଲେ। ଭିଜିଲାନସ୍ ପକ୍ଷରୁ ମାମଲା ରୁଜୁ କରିଥିଲେ। ୨୧ଜଣଙ୍କର ସାକ୍ଷ୍ୟ ପ୍ରମାଣ  ମାମଲାର ବିଚାର ଚାଳିଥିବା ସମୟରେ ନିଆଯାଇଥିଲା। ଏଥିରୁ ୮ଜଣ ନି‌ର୍ଦ୍ଦାଷ ହୋଇଥିବା ବେଳେ ମାମଲାରେ ପୂର୍ବତନ ଏସିଏଏଫ ଶରତ କୁମାର ପଣ୍ଡା ଓ ବନଠିକାଦାର ଜି.ଏମ୍ ସୁବାସ ଚନ୍ଦ୍ରବୋଷ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏସିଏଫ ଶ୍ରୀ ପଣ୍ଡା ଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଜରିମାନା ଦେବାକୁ, ଜରିମାନା ଅନାଦେୟ ଆଉ ୬ମାସ କାରାଦଣ୍ଡରେ ରହିବାକୁ ନିର୍ଦେଶ ଦେଇଛନ୍ତି। ବନ ଠିକାଦାର ବୋଷଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଜରିମାନା ଦେବାକୁ, ଜରିମାନା ଅନାଦେୟ ଆଉ ୬ମାସ କାରାଦଣ୍ଡ ସହ ଅନ୍ୟ ଦଫାରେ ବର୍ଷକ ଓ ‌ଜରିମାନା ବାବଦକୁ ୨ହଜାର ଟଙ୍କା ଅର୍ଥାତ ୧୨ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଶଶିଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ: ୫ ଜଣଙ୍କୁ ଉଠାଇ ନେଇ କ୍ରାଇମବ୍ରାଞ୍ଚର ଜେରା
    Next Article କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବହନ ମନ୍ତ୍ରୀ: ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ: ମୃତକଙ୍କ ୨ ସଂପର୍କୀୟ ଥାନାରେ ଅଟକ

    February 9, 2023

    ତାମିଲନାଡ଼ୁ: ଚିନ୍ତାରେ ଓଡ଼ିଆ ଶ୍ରମିକ

    March 7, 2023

    ବଢୁଛି କରୋନା ସଂକ୍ରମଣ : ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ, ସମସ୍ତ ଜିଲ୍ଲାପାଳ ସାମିଲ

    March 22, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.