ହକି ବିଶ୍ବକପ୍ରେ ଭାରତ-ଇଂଲଣ୍ଡ ଡ୍ର’
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଉରକେଲା : ହକି ବିଶ୍ବକପ୍ରେ ରବିବାର ଭାରତ-ଇଂଲଣ୍ଡ ମ୍ୟାଚ୍ ୦-୦ରେ ଡ୍ର’ ରହିଛି। ଫଳରେ ଭାରତର ସିଧାସଳଖ କ୍ବାର୍ଟରଫାଇନାଲ୍ ଯୋଗ୍ୟତା ପଥରେ ଲଗାମ୍ ଲାଗିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍କୁ ଜିତିଥିଲେ ହର୍ମନପ୍ରୀତ୍ଙ୍କ ଦଳ ସିଧାସଳଖ କ୍ବାର୍ଟରଫାଇନାଲ୍ ଯିବା ସମ୍ଭାବନା ଥିଲା। ଏବେ […]









