ଦେଶର ବଡ଼ ନିଯୁକ୍ତି ଠକେଇର ପର୍ଦାଫାସ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଦେଶର ସବୁଠୁ ବଡ଼ ନିଯୁକ୍ତି ଠକେଇ ରାକେଟ୍ରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ମଧ୍ୟପ୍ରଦେଶ ଉଜ୍ଜୟନୀ ନିକଟ ରତଲମର ଅର୍ପିତ ପଞ୍ଚାଲ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର […]









