ଦେଶ ବିଦେଶ ମନୋରଞ୍ଜନ

ଆଜି ଲତା ମଙ୍ଗେସକରଙ୍କ ଜନ୍ମଦିନ: ୯୨ ବର୍ଷରେ ପାଦ ଦେଲେ ସ୍ୱର ସମ୍ରାଜ୍ଞୀ

ମୁମ୍ବାଇ: ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସ୍ୱର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା’ ସରସ୍ୱତୀ । ସତରେ ତାଙ୍କ ସ୍ୱରରେ ଏମିତି କିଛି ଯାଦୁ ରହିଛି, ଯେଉଁଥିପାଇଁ ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି […]

ଖେଳ ଦେଶ ବିଦେଶ

ମଙ୍ଗଳବାର ଦୁଇ ମହାମୁକାବିଲା: କେକେଆର ପାଇଁ କ୍ୟାପିଟାଲ୍ସ ଆହ୍ବାନ, ପଞ୍ଜାବକୁ ଭେଟିବ ମୁମ୍ବାଇ ରସେଲଙ୍କୁ ନେଇ ସଂଶୟ ଜାରି

ସାରଜା: ‘ଆଇପିଏଲ୍-୨୦୨୧’ ଦ୍ବିତୀୟ ଚରଣର ଆଉ ଏକ ମହତ୍ବପୂର୍ଣ୍ଣ ମୁକାବିଲାରେ ମଙ୍ଗଳବାର ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଭେଟିବ। ୧୦ ମ୍ୟାଚ୍‌ରୁ ୮ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇ ଦିଲ୍ଲୀ ଏକପ୍ରକାର ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି। ହେଲେ ‌କେକେଆର୍‌ ପାଇଁ ଏହି ପଥ ଏବେବି ବଂଧୁର ରହିଛି। କାରଣ କେକେଆର୍‌ ୧୦ ମ୍ୟାଚ୍‌ରୁ ମାତ୍ର ୪ ବିଜୟ ପାଇ କେବଳ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। ଆପଣଙ୍କ ସଂପର୍କ କୌଣସି ଉଚ୍ଚ ଅଧିକାରୀଙ୍କ ସହ ହେବ। କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ଭାଇ ଭଉଣୀଙ୍କର ସହଯୋଗ ପାଇବେ। ବୃଷ: କାହାରିକୁ କିଛି ପରାମର୍ଶ ଦିଅନ୍ତୁ ନାହିଁ। ନୂଆ କାମ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନରେ ଖୁସିର ଆଗମନ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ମିଥୁନ: ଶିକ୍ଷଣୀୟ ସଂସ୍ଥାରେ ଥିବା ଲୋକଙ୍କୁ ବିଶେଷ ଲାଭ ହେବ। ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ଭଲ। ପୁରୁଣା ବନ୍ଧୁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୪୫ ସଂକ୍ରମିତ ଚିହ୍ନଟ: ୧୮ରୁ କମ୍ ବୟସ୍କ ୭୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ୍

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ […]

ଦେଶ ବିଦେଶ ପର୍ଯ୍ୟଟନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା; ଏସବୁ ଟ୍ରେନ ହୋଇଛି ବାତିଲ

ଭୁବନେଶ୍ବର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି। ତେବେ ସଂଯୋଗ କରୁଥିବା ଟ୍ରେନ ବିଳମ୍ବରେ ଚାଲିବା ଦୃଷ୍ଟିରୁ କିଛି ଟ୍ରେନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନର ସମୟରେ ସାମୟିକ ପରିବର୍ତ୍ତନ କରାଯାଇଛି। ତେବେ କେଉଁ ସବୁ ଟ୍ରେନ ବାତିଲ ହୋଇଛି, ଆଉ କେଉଁ ଟ୍ରେନର ସମୟରେ ସାମୟିକ ପରିବର୍ତ୍ତନ ହୋଇଛି ଯାହାର ତାଲିକା ନିମ୍ନରେ ରହିଛି। ୧. ୦୧୦୧୯ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ – […]

ଖେଳ ଦେଶ ବିଦେଶ ରାଜ୍ୟ

ଏଏଫସି ମହିଳା ଏସିଆ କପ୍ ୨୦୨୨ ପାଇଁ ଟିମ୍ ଘୋଷିତ: ସିନିଅର ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ

ଭୁବନେଶ୍ବର: ଆଗାମୀ ଏଏଫସି ମହିଳା ଏସିଆ କପ୍ ୨୦୨୨ ପାଇଁ ଘୋଷଣା ହୋଇଥିବା ସିନିଅର ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ ସ୍ଥାନ ପାଇଛନ୍ତି। ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ହେଲେ ପ୍ୟାରୀ ଜାଜା ଏବଂ ମନୀଷା ପାନା। ଆଗାମୀ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବାକୁ ଭାରତୀୟ ସିନିଅର ମହିଳା ଫୁଟବଲ ଦଳ ୟୁଏଇ ଏବଂ ବାହାରିନ ଯାତ୍ରା କରିବ। ଏହି ଅଭ୍ୟାସ ମ୍ୟାଚଗୁଡ଼ିକ ଚଳିତ ସେପ୍ଟେମ୍ବର ୨୯ ରୁ […]

କଳା ଓ ସଂସ୍କୃତି ଧର୍ମ

ସକାଳୁ ଉଠି କରନ୍ତୁ ଏହି କାମ : ଆପଣଙ୍କ ଘରକୁ ବିଜେ କରିବେ ମା’ ଲକ୍ଷ୍ମୀ

ନୂଆଦିଲ୍ଲୀ ୨୭/୦୯: ପ୍ରତ୍ୟକ ବ୍ୟକ୍ତି ଚାହାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହୁ। ବାସ୍ତୁ ଶାସ୍ତ୍ର ଏପରି ବହୁ ଉପାୟ ଅଛି ଯାହାକୁ ଆପଣେଇ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ। ମାଙ୍କର କୃପାରୁ ବ୍ୟକ୍ତିକୁ ଅନ୍ନ, ଧନ, ବସ୍ତ୍ର ପ୍ରାପ୍ତି ହୋଇଥାଏ । ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାମ କଲେ ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ। ଶାନ୍ତି ଓ ଭଲପାଇବାର ପରିବେଶ ବନାନ୍ତୁ ସର୍ବପ୍ରଥମେ […]

ଧର୍ମ

ଅକ୍ଟୋବରରେ ଚମକିବ ଏହି ୪ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ, ଜାଣନ୍ତୁ କାହାର ଆସୁଛି ଭଲ ଦିନ…

ନୂଆଦିଲ୍ଲୀ ୨୬/୦୯: ଯେକୌଣସି ଗ୍ରହର ରାଶିର ପରିବର୍ତ୍ତନ ସମସ୍ତ ରାଶି ଉପରେ ଅଧିକ କିମ୍ବା କମ ପ୍ରଭାବ ପକାଇଥାଏ । କିନ୍ତୁ ଯଦି ଏହି ରାଶି ପରିବର୍ତ୍ତନ କରୁଥିବା ଗ୍ରହ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିଗକୁ ପ୍ରତିନିଧିତ୍ୱ କରିବାକୁ ଯାଏ । ତେବେ ଏହାର ପ୍ରଭାବ ଅଧିକ ଦୃଶ୍ୟମାନ ହେବ । ଶୁକ୍ର, ସୁଖ-ସମୃଦ୍ଧିର କାରଣ, ଜୀବନରେ ସୌନ୍ଦର୍ଯ୍ୟ, ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ପ୍ରଭାବିତ କରିଥାଏ । ଅକ୍ଟୋବର ୧ରେ, ସେମାନେ ରାଶି ନକ୍ଷତ୍ର ପରିବର୍ତ୍ତନ କରି […]

ଧର୍ମ

ବୁଧଙ୍କ ବକ୍ର ଚଳନ, ଅକ୍ଟୋବର ୧୮ ପର୍ଯ୍ୟନ୍ତ ଏହି ରାଶି ବ୍ୟକ୍ତିଙ୍କର ହେବ ଲାଭ, ମିଳିବ ମାନ ସମ୍ମାନ

ନୂଆଦିଲ୍ଲୀ ୨୭/୦୯: ଗ୍ରହମାନଙ୍କ ରାଜକୁମାର ବୁଧ, ସେପ୍ଟେମ୍ବର ୨୭ ରୁ ତୁଳା ରାଶିରେ ବକ୍ର ଚଳନ କରିବେ। ତୁଳା ରାଶିରେ ବକ୍ର ଚଳନ ମଧ୍ୟରେ ଅକ୍ଟୋବର ୨ ରେ, ସମାନ ଅବସ୍ଥାରେ କନ୍ୟା ରାଶିରେ ପ୍ରବେଶ କରିବେ। ବୁଧବଙ୍କ ବକ୍ର ଚଳନ ହେତୁ ମିଥୁନ ଏବଂ କନ୍ୟା ରାଶି ସମେତ ଅନେକ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳାଫଳ ପ୍ରାପ୍ତ ହେବ। ଚାଲନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ… ମିଥୁନ- ଏହି ସମୟରେ ବୁଧ ଆପଣଙ୍କ ରାଶିର ପଞ୍ଚମ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବିଲରୁ ଫେରି ଗଛ ତଳେ ନେଇଥିଲେ ଆଶ୍ରୟ, ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ

ସମ୍ବଲପୁର ୨୭/୦୯ : ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ । ସମ୍ବଲପୁର କୁଶାମୁରା ବଡମାଲ ଗାଁରେ ଜଣେ ମହିଳା ଓ ୨ଜଣ ପୁରୁଷଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବିଲରୁ କାମ ସାରି ଫେରୁଥିବା ବେଳେ ବର୍ଷା ଯୋଗୁଁ ସମସ୍ତେ ଏକ ଜାମୁ ଗଛ ତଳେ ଆଶ୍ରୟ ନେଇଥି​‌ଲେ । କିନ୍ତୁ ସେଠାରେ ଜଗି ବସିଥିଲା ମୃତ୍ୟୁ । ଗଛ ତଳେ ଆଶ୍ରୟ ନେଇଥିବା ବେ​‌ଳେ ହଠାତ ବିଜୁଳି ମାରିଥିଲା । ଯାହାଫଲରେ ଘଟଣାସ୍ଥଳରେ […]