କଳା ଓ ସଂସ୍କୃତି ରାଜ୍ୟ

କଟକଣା ପାଇଁ ବଦଳିଗଲା ବଡ଼ଦିନ ପାଳନ ଧାରା: ସଂଧ୍ୟାରୁ ସବୁ ସାରିଦେଲେ

ଭୁବ‌ନେଶ୍ବର : ବିଏମ୍‌ସିର କଟକଣା ପାଇଁ ବଦଳିଗଲା ବଡ଼ଦିନ ପାଳନର ଧାରା। ମଧ୍ୟରାତ୍ରି ପରିବର୍ତ୍ତେ ସଂଧ୍ୟାରୁ ସଂଧ୍ୟାରୁ ସରିଗଲା ସବୁ କାର୍ଯ୍ୟକ୍ରମ। ସଂଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ସହରର ବିଭିନ୍ନ ଚର୍ଚ୍ଚ ନିକଟରେ ଏକତ୍ରିତ ହୋଇ ସମୂହ ପ୍ରାର୍ଥନା କରିବା ସହ ଯୀଶୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଥିଲା ଚର୍ଚ୍ଚ। ଖ୍ରୀଷ୍ଟମାସ ଲ୍ୟାମ୍ପ, ଜିଙ୍ଗଲ ବେଲ୍‌, ଖ୍ରୀଷ୍ଟମାସ୍‌ ଟ୍ରି ଚର୍ଚ୍ଚର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା। ଭକ୍ତଙ୍କ ଗହଣରେ ଫାଦର୍‌ ପ୍ରଭୁ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସକାରାତ୍ମକ ଭାବନା ନେଇ ଆଗକୁ ବଢ଼ିବେ। ଦୋକାନୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଆପଣଙ୍କ ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ବୃଷ: ବିବାଦଠୁଁ ଦୂରରେ ରୁହନ୍ତୁ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ମିଥୁନ: କାରବାର ସମ୍ବନ୍ଧରେ କୌଣସି ଜରୁରୀ କାମ ପୂରା ହୋଇଯିବ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ପାରିବାରିକ ଜୀବନ ସୁଖକର ହେବ। କର୍କଟ: ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ, ଭଲ […]

ପର୍ଯ୍ୟଟନ ରାଜ୍ୟ

ପରିବେଶ ଓ ବନ୍ୟପ୍ରାଣୀ ଆଇନାରେ ୨୦୨୧: ଭୂସ୍ୱର୍ଗରେ ବିଦେଶୀ ପକ୍ଷୀ

ଏବର୍ଷ ବି ବିଦେଶାଗତ ପକ୍ଷୀଙ୍କ ଭୂସ୍ବର୍ଗ ପାଲଟିଛି ଚିଲିକା। ଜାନୁଆରି ମାସରେ ହୋଇଥିବା ପକ୍ଷୀ ଗଣନା ଅନୁଯାୟୀ ଚିଲିକାକୁ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀ ଆସିଥିଲେ। ଶୀତ ଆରମ୍ଭ ହେବା କ୍ଷଣି ବର୍ଷ ଶେଷ ଆଡ଼କୁ ପୁଣିଥରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ଡିସେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ଚିଲିକାକୁ ପ୍ରାୟ ୪ ଲକ୍ଷ ପକ୍ଷୀ ଆସିଥିବା ବନ ବିଭାଗ ସୂଚନା ଦେଇଛି। ୨୦୨୧ ପ୍ରାରମ୍ଭରେ ଓଡ଼ିଶାର ଅନ୍ୟତମ ଆକର୍ଷଣ ଭିତରକନିକାକୁ […]

ରାଜ୍ୟ ଲାଇଫ୍ ଷ୍ଟାଇଲ

ବିଛଣାରେ ଦୁଇ ଭେଣ୍ଡିଆ ପୁଅ: ସାହା ଖୋଜୁଛନ୍ତି ଶାରଦା

ଡେରାବିଶ: ଜନ୍ମ ପରଠୁ ଏଗାର ବର୍ଷ ଯାଏ ଖେଳୁଥିଲେ, ଦୌଡ଼ୁଥିଲେ, ସ୍କୁଲ ବି ଯାଉଥିଲେ। ସବୁକିଛି ଠିକ୍‌ ଥିଲା। ହଠାତ୍ ଦୁହିଁଙ୍କ ଗୋଡ଼, ହାତ ଥରିଲା। ଡାକ୍ତର ଦେଖାଇ ଚିକିତ୍ସା ଆରମ୍ଭ ହେଲା। ଔଷଧ ଖାଇଲେ। କିଛି ଦିନ ଭିତରେ ହାତ, ଗୋଡ଼ ପୋଲିଓ ହେବା ପରି କାଠି ହେବା ସହ ବଙ୍କା ହୋଇଗଲା। ଦୁଇ ଭାଇ ଅକର୍ମଣ୍ୟ ହୋଇ ବିଛଣାରେ ପଡ଼ିଗଲେ। ଡେରାବିଶ ବ୍ଲକ୍‌ ଗୋଲରାହାଟ ପଞ୍ଚାୟତ ଦୁମୁକାହାଟ ଗ୍ରାମର ଶାରଦା ପ୍ରସନ୍ନ କରଙ୍କ ଭାଗ୍ୟରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଆତଙ୍କବାଦୀ ଉପରେ ଶକ୍ତ ପ୍ରହାର, ଶୋପିଆନରେ ୨ ଆତଙ୍କୀ ନିହତ

ଶ୍ରୀନଗର ୨୫/୧୨: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି । ଦୁଇ ଦିନ ମଧ୍ୟରେ ସୁରକ୍ଷା ବାହିନୀକୁ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଶୋପିଆନ୍, ଅନନ୍ତନାଗ ଏବଂ ବଡଗାମର ସମସ୍ତ ତିନୋଟି ଜିଲ୍ଲାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିଛନ୍ତି । ସୁରକ୍ଷା ବାହିନୀର କାର୍ଯ୍ୟକଳାପରେ ବହୁ ବିଜେପି ନେତାଙ୍କ ହତ୍ୟାକରିଥିବା ହତ୍ୟାକାରୀଙ୍କୁ ବି ମାରି ଗଡାଇଦିଆଯାଇଛି । ସୂଚନା ଥାଉକି, ଶନିବାର ଏଠାରେ ଏନକାଉଣ୍ଟରରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀଙ୍କର ମୃତ୍ୟୁ […]

କଳା ଓ ସଂସ୍କୃତି ରାଜ୍ୟ

କପିଳାସ ସମେତ ୨୯ଟି ସ୍ଥାନରେ ୧୪୪ ଧାରା ଜାରି, ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି କଟକଣା

ଢେଙ୍କାନାଳ ୨୫।୧୨: ଓମିକ୍ରନ ପାଇଁ ରାଜ୍ୟରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ସେଲିବ୍ରେସନ ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି । ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କୋଭିଡ୍ ସଂକ୍ରମଣ ଆଶଙ୍କାରେ କଡା କଟକଣା ଜାରି କରାଯାଇଛି । ୨୫ରୁ ଆସନ୍ତା ୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳରେ ପିକନିକ, ସାଧାରଣ ଦର୍ଶନ ବନ୍ଦ ରହିଛି । ଏହି […]

ମନୋରଞ୍ଜନ ରାଜ୍ୟ

Love Impossible : ଖୁସିର ମାହୋଲରେ ସକିଂ ଟ୍ୱିଷ୍ଟ, ସୁନ୍ଦରୀ ପୁନମ୍‌ଙ୍କ ହାତରୁ କ୍ଷୀର ପିଇ ବେହୋସ ବର…

ଭୁବନେଶ୍ୱର ୨୫।୧୨: ସୁଟିଂ ଫ୍ଲୋରରେ ପୁନମ୍‌ । ବ୍ରାଇଡ଼ାଲ୍‌ ଲେହେଙ୍ଗାରେ ଦିଶୁଛନ୍ତି ଖୁବ୍‌ ସୁନ୍ଦରୀ । ଝିଅ ବାହାଘର ମାହୋଲରେ ସମସ୍ତ ଖୁସି । କନ୍ୟାଦାନ କରିବେ ପିଣ୍ଟୁ ନନ୍ଦ । ଆର୍ଶୀବାଦ କରିବେ ପିଣ୍ଟୁଙ୍କ ପତ୍ନୀ ଅଳକା । ହେଲେ ତା’ ଆଗରୁ ଦେଖନ୍ତୁ କଣ ହେଉଛି । ଖୁସିର ମାହୋଲରେ ଆସିଲା ସକିଂ ଟ୍ୱିଷ୍ଟ । କନ୍ୟା ହାତରୁ କ୍ଷୀର ପିଇ ବେହୋସ ବର । ଫିଲ୍ମ ‘Love Impossible’ର ସିନ୍‌-ସିକ୍ୱେନ୍ସ । ରୋମାଣ୍ଟିକ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଦୁଇଟି ମୁଣ୍ଡ, ଗୋଟିଏ ହୃଦୟ: ପଞ୍ଜାବର ଜଗା-ବଳିଆଙ୍କୁ ଚାକିରି ଦେଲେ ରାଜ୍ୟ ସରକାର

ଚଣ୍ଡୀଗଡ଼: ଆପଣ ତ ଓଡ଼ିଶାର ଜଗା-ବଳିଆଙ୍କ ବାବଦରେ ଜାଣିଥିବେ | ଆଜି ଆମେ ଆପଣଙ୍କୁ ପଞ୍ଜାବର ଜଗା-ବଳିଆଙ୍କ ବାବଦରେ କହିବୁ, ଯାହାଙ୍କୁ ଏବେ ରାଜ୍ୟ ସରକାର ଚାକିରି ଦେଇଛନ୍ତି | ଯାଆଁଳା ଭାଇ ସୋହନ ଏବଂ ମୋହନ ପଞ୍ଜାବର ଅମୃତସରର ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡ୍ (PSPCL) ରେ ଚାକିରି ପାଇଛନ୍ତି। ଏ ବିଷୟରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ୧୯ ବର୍ଷୀୟ ସୋହନଙ୍କୁ ଚାକିରି ମିଳିଥିବାବେଳେ ଡିସେମ୍ବର ୨୦ରୁ ସେମାନେ କାମ […]

ଦେଶ ବିଦେଶ ମନୋରଞ୍ଜନ

ମାନସିକ ଚାପ ଦେଇ ଗତି କରୁଛନ୍ତି ମିଲିନ୍ଦଙ୍କ ପତ୍ନୀ ଅଙ୍କିତା , କହିଲେ-‘ଉପରୁ ଯାହା ଦେଖାଯାଏ ପ୍ରକୃତରେ ତାହା ହୋଇ ନଥାଏ’…

ମୁମ୍ବାଇ ୨୪।୧୨ : ଆମ ସମାଜରେ ମାନସିକ ଚାପ ବିଷୟରେ କହିବା ସେତେ ସହଜ ନୁହେଁ। କାହିଁକି ନା ନିକଟରେ ଏବଂ ଅତୀତରେ ବର୍ତ୍ତମାନ ପରିବର୍ତ୍ତନ ଆସିଛି । ଏହାରି ମଧ୍ୟରେ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଆଗକୁ ଆସିଛନ୍ତି । ଯେଉଁମାନେ ଏହି ମାନସିକ ଚାପ ତଥା ଉଦାସୀନତା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ମିଲିନ୍ଦ ସୋମନଙ୍କ ପତ୍ନୀ ଅଙ୍କିତା କୋନୱାର ତାଙ୍କ ଫିଟନେସକୁ ନେଇ ବହୁତ ଆକ୍ଟିଭ୍‌ ଥାଆନ୍ତି । ଏନେଇ ସୋସିଆଲ ମିଡିଆରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ଓମିକ୍ରନ ଭାଙ୍ଗିଲା ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୩୦୦ ପାର୍

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଭିଡ୍ ର ଏହି ନୂତନ ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇଥିବାରୁ ଏହା ଏବେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନଙ୍କରେ ରକେଟ୍ ବେଗରେ ବ୍ୟାପିବାରେ ଲାଗିଛି । ଦେଶରେ ଗୋଟିଏ ସପ୍ତାହରେ ଦ୍ରୁତି ଗତିରେ ସଂକ୍ରମଣ ବ୍ୟାପି ଏବେ ମୋଟ ମାମଲା ୩୪୧ ହୋଇଯାଇଛି । ବୁଧବାର ଦିନ ଓମିକ୍ରନ୍ ମାମଲା ୨୦୦ ପାର୍ କରିଥିବା ବେଳେ ମାତ୍ର ଦୁଇଦିନ ଭିତରେ ଏହି ସଂଖ୍ୟା […]