ଆଗକୁ ନିର୍ବାଚନ,ବଢୁଛି ଓମିକ୍ରନ୍ କେସ୍ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ-ନିର୍ବାଚନ କମିଶନରଙ୍କ ବୈଠକ
ନୂଆଦିଲ୍ଲୀ ୨୭।୧୨: ନିର୍ବାଚନ କମିଶନର ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଆଖିରେ ରଖି ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ଘୁଞ୍ଚିବା ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ ବୈଠକରେ ଆଲୋଚନା ହେବ । ଖବର ଅନୁଯାୟୀ, କରୋନାର ସ୍ଥିତିକୁ ଦେଖି ଭାରତୀୟ ନିର୍ବାଚନ କମିଶନଙ୍କ ଚିନ୍ତା ବଢିଛି । ସ୍ଥିତି ସମୀକ୍ଷା ପାଇଁ ନିର୍ବାଚନ କମିଶନ ସୋମବାର ବୈଠକ ଡାକିଛନ୍ତି । ଏଥିରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ […]