ରାଜ୍ୟ ରାଶିଫଳ

ଜୁନ୍‌ ୩୦ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ ।କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବା କାରଣରୁ କାମ ଗୁଡିକ ଅଟକିବ ନାହିଁ । ସାମାଜିକ ସ୍ତରରେ ସାହିତ୍ୟ,କଳା,ସଙ୍ଗିତ କାର୍ଯ୍ୟରେ ଅଗ୍ରଗତି ଘଟିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ । ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ । ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ । କର୍ମଜୀବି-ଉନ୍ନତିର ମାର୍ଗ ମିଳିବ । ଛାତ୍ରଛାତ୍ରୀ-ପାଠପଢାରେ ମନ […]

ଅପରାଧ ରାଜ୍ୟ

ବାହାଘର ପରେ ଲକ୍ଷେ ଟଙ୍କା ଯୌତୁକ ମାଗୁଥିଲେ, ମୁଁ ଦେଇ ନପାରିବାରୁ ମୋ ଝିଅକୁ ମାରିଦେଲେ-ସରୋଜିନୀଙ୍କ ବାପା

ମାହାଙ୍ଗା ୩୦।୦୬ : ଭଲ ପାଇ ବାହା ହୋଇଥିଲେ, ହେଲେ ବର୍ଷକ ମଧ୍ୟରେ ଚାଲିଗଲା ନବବଧୂର ଜୀବନ । ବେକରେ ରଶି ଲଗାଇ ଆତ୍ମହତ୍ୟାକରିଦେଲେ ନବବଧୂ ସରୋଜିନୀ ବାରିକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ଥାନା ମୂଳବସନ୍ତ ପଞ୍ଚାୟତ ହଂସଦିଆ ଗାଁର ଶ୍ୟାମସୁନ୍ଦର ବାରିକଙ୍କ ଝିଅ ସରୋଜିନୀ ବାରିକ, ଯାଜପୁର ଜିଲ୍ଲା ବରି ବ୍ଲକ ସାବୁଆ ଗାଁର ଗଣେଶ୍ୱର ବାରିକଙ୍କ ପୁଅ ଗତିରଞ୍ଜନ ବାରିକଙ୍କ […]

ଅପରାଧ ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ପ୍ରଶ୍ନ ଦେଖି ଆସିଲାନି ଉତ୍ତର, ଖାତାରେ ଲେଖିଲା-ଫେଲ୍‌ ହେଲେ ମରିଯିବି

ନୂଆଦିଲ୍ଲୀ ୩୦।୯: ସାଧାରଣତଃ ଯେତେବେଳେ ବି ବୋର୍ଡ ପରୀକ୍ଷା ଆରମ୍ଭ ହୁଏ, ଛାତ୍ର-ଛାତ୍ରୀମାନେ ସେମାନଙ୍କ ପାଠପଢା ଆରମ୍ଭ କରନ୍ତି । କିନ୍ତୁ କିଛି ଏମିତି ପିଲା ଅଛନ୍ତି ଯେଉଁମାନେ ପାଠପଢାରେ ଦୁର୍ବଳ ଥାଆନ୍ତି , ସେମାନେ ପରୀକ୍ଷା ଦିନ ଯାଏଁ ପ୍ରସ୍ତୁତ ହୋଇ ପାରନ୍ତି ନାହିଁ । ତାରେ ପାସ୍ ହେବା ପାଇଁ ଖାତା ପାସ୍‌ ହେବାକୁ ଅନୁରୋଧ କରନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଠିକ୍‌ ଏଭଳି ଏକ ପିଲା ଖାତା ଚେକ୍‌ କରୁଥିବା ମ୍ୟାଡାମ୍‌‌ଙ୍କୁ […]

ଖେଳ ଦେଶ ବିଦେଶ

ଅଭ୍ୟାସରେ ବ୍ୟସ୍ତ ଟିମ୍‌ ଇଣ୍ଡିଆ, ଶୁକ୍ରବାରଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌

ଲଣ୍ଡନ ୩୦।୦୬ : ଶୁକ୍ରବାରଠୁ ଆରମ୍ଭ ହେବ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ । ଇତି ମଧ୍ୟରେ ଟିମ୍‌ ଇଣ୍ଡିଆ ସାଉଥମ୍ପଟନରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛି । ଦଳରେ ଆହତ ସମସ୍ୟା ନଥିଲେ ହେଁ ଅଧିନାୟକ ରୋହିତ ଶର୍ମା କରୋନାରୁ ମୁକ୍ତି ପାଇନାହାନ୍ତି । ତାଙ୍କ ଖେଳିବା ନେଇ ଆଶଙ୍କା ରହିଥିଲେ ହେଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିବା କୋଚ୍‌ ରାହୁଲ ଦ୍ରାବିଡ ସ୍ପଷ୍ଟ କରିଛନ୍ତି । ଏପଟେ ଆବଶ୍ୟକ ପଡ଼ିଲେ ନେତୃତ୍ୱ ନେବା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଙ୍ଗଲରୁ ମାଈ ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

ଅନଗୁଳ ୩୦/୦୬: ମାଈ ହାତୀର ମୃତଦେହ ଠାବ । ପମ୍ପାସର ରେଞ୍ଜ ଟାଇସି ନୂଆପଡା ନିକଟସ୍ଥ ଜଙ୍ଗଲରୁ ମିଳିଲା ମୃତଦେହ । ହାତୀର ବୟସ ପାଖାପାଖି ୭ରୁ ୧୦ ବର୍ଷ ମଧ୍ୟରେ ହେବ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳକୁ ଯାଇଛନ୍ତି । ମୁତ୍ୟୁର କାରଣ ଅଷ୍ପଷ୍ଟ ରହିଥିବା ବେଳେବେଳେ କିଛିଦିନ ପୂର୍ବରୁ ଅନୁରୂପ ଏକ ଛୁଆ ହାତୀରର ଟିକରପଡା ନିକଟସ୍ଥ କୁଶଖଳା ନିକଟରେ ମୁତ୍ୟୁ ହୋଇଥିଲା । ଗୋଟିଏ ପରେ ଗୋଟିଏ ହାତୀର […]

ଅପରାଧ ରାଜ୍ୟ

ବିବାହିତାଙ୍କୁ କାର୍‌ରେ ଲିଫ୍ଟ ଦେଇ ଟ୍ରକ୍‌ରେ ଗଣଦୁଷ୍କର୍ମ ! ଥାନାରେ ଅଭିଯୋଗ କଲେ ପୀଡିତା

ଜଗତସିଂହପୁର ୨୯।୬: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବଣିତ ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଚଳିତ ମାସ ୧ ତାରିଖ ଦିନ ସମ୍ପୃକ୍ତ ମହିଳା ମଧ୍ୟାହ୍ନ ସମୟରେ ରାହମା ବଜାରରେ ବସକୁ ଅପେକ୍ଷା କରି ଛିଡା ହୋଇଥିଲେ । ଏହି ସମୟରେ ତିନି ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହି ଏକ କାର୍ ଭିତରେ ପାରାଦୀପ ଆଡ଼କୁ ନେଇଯାଇଥିଲେ । ତାଙ୍କୁ ନିଶା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଟିପତି ସହକାରୀ ଯନ୍ତ୍ରୀ, ବିଲ୍ଡିଂର ଦାମ୍‌ ୧ କୋଟି ୨୫ ଲକ୍ଷ ଟଙ୍କା

ଭୁବନେଶ୍ୱର ୨୯।୦୬: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଯନ୍ତ୍ରୀ । କଟକ ଡମପଡା ବ୍ଳକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ସକାଳୁ ଛାନଭିନ୍ ଚଳାଇଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡମପଡା ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଛି। ଏଯାଏ ଯନ୍ତ୍ରୀଙ୍କ ଯେଉଁ ସଂପତ୍ତି ମିଳିଛି ତାହା ତାଜୁବ କରିଛି ଭିଜିଲାନ୍ସ ଟିମ୍‌ । ମିଳିଥିବା ଖବର ଅନୁଯାୟୀ, ସହକାରୀ ଯନ୍ତ୍ରୀଙ୍କ ଗୋଟିଏ ବିଲ୍ଡିଂର ଦାମ୍ ୧ […]

ଦେଶ ବିଦେଶ ମନୋରଞ୍ଜନ

ମା’ ହେବାକୁ ଚାହୁଁଛନ୍ତି ରାକ୍ଷୀ ସାୱନ୍ତ, କହିଲେ-ବିବାହ ପୂର୍ବରୁ ଆସିପାରେ ଖୁସି ଖବର…

ମୁମ୍ବାଇ ୨୯।୦୬ : ବର୍ତ୍ତମାନ ସବୁଆଡେ ଆଲିଆ ଭଟ୍ଟଙ୍କ ଖବର ପ୍ରଚାରିତ ହେବାରେ ଲାଗିଛି । ମା’ ହେବାର ଖବର ଆସିବା ପରେ ସୋସିଆଲ ମିଡିଆରେ ଅନେକ ଅଭିନନ୍ଦନ ମିଳୁଛି। ଏବେ ସମସ୍ତେ କପୁର ପରିବାରର ନୂଆ ତଥା କୁନି ଅତିଥିଙ୍କୁ ଅପେକ୍ଷା କରିଛନ୍ତି। ଆଲିଆଙ୍କ ମା’ ହେବା ପରେ ବର୍ତ୍ତମାନ ‘ଡ୍ରାମା କୁଇନ୍‌’ ରାକ୍ଷୀ ସାୱନ୍ତ ମଧ୍ୟ ଏକ ମାଆ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରାକ୍ଷୀ ସାୱନ୍ତ ପୁଣି ଥରେ ମା ହେବାକୁ ନେଇ […]

ଅପରାଧ ରାଜ୍ୟ

ପୋଲିସ ହୋମଗାର୍ଡଙ୍କ ବର୍ବରତା ପ୍ରତିବାଦ : ଥାନା ଘେରାଉ କଲେ ଗ୍ରାମବାସୀ

ଗଜପତି ୨୯।୬: ପୋଲିସ ହୋମଗାର୍ଡଙ୍କ ବର୍ବରତା ପ୍ରତିବାଦରେ ମଙ୍ଗଳବାର ବିଳମ୍ବିତ ରାତିରେ ଥାନା ଘେରାଉ। ପାରଳାଖେମୁଣ୍ଡି ଆଦର୍ଶ ଥାନା ଘେରାଉ କକରିଥିଲେ ପାର୍ସମ୍ବା ଗ୍ରାମର ଗ୍ରାମବାସୀ । ହୋମଗାର୍ଡ ଲକ୍ଷ୍ମଣ ଶବରଙ୍କ ସମେତ ୧୦ଜଣ ଦୁର୍ବୃତ୍ତ ଆସି, ପାର୍ସମ୍ବା ଗ୍ରାମରେ କାମ କରୁଥିବା ଜଣେ ଜେସିବି ଡ୍ରାଇଭରକୁ ମଙ୍ଗଳବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଅତି ଅମାନୁଷିକ ଭାବେ ଠେଙ୍ଗା, କାତି, କୁରାଢି ଧରି ଗୋଡାଇ ଗୋଡାଇ ଆକ୍ରମଣ କରୁଥିବା ଦେଖି ଉପସ୍ଥିତ କିଛି ଗ୍ରାମବାସୀ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ ମୀନାଙ୍କ ସ୍ୱାମୀ ବିଦ୍ୟାସାଗରଙ୍କ ପରଲୋକ, ଅନେକ ସଂକ୍ରମଣରେ ପୀଡିତ ଥିଲେ

ନୂଆଦିଲ୍ଳୀ ୨୯।୦୬: ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୀନାଙ୍କ ସ୍ୱାମୀ ବିଦ୍ୟାସାଗରଙ୍କ ପରଲୋକ। ସୋମବାର ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ତାଙ୍କର ଫୁସ୍‌ଫୁସ୍ ଅନେକ ସଂକ୍ରମଣ ହୋଇଥିଲା। ଏହାକୁ ନେଇ ଗତ କିଛି ମାସ ଧରି ଚିକିତ୍ସା ଚାଲିଥିଲା। ମୃତ୍ୟୁ ବେଳକୁ ବିଦ୍ୟାସାଗରଙ୍କ ପ୍ରାୟତଃ ବୟସ ୪୮ ବର୍ଷ ହୋଇଥିଲା । ମୀନାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସରତ କୁମାର ଟ୍ୱିଟରରେ ସେୟାର କରିଛନ୍ତି। ବିଦ୍ୟାସାଗର ବାଙ୍ଗାଲୋରର ଜଣେ ବ୍ୟବସାୟୀ ଥିଲେ। ଦୁହେଁ ୨୦୦୯ […]