ରାଜ୍ୟ ସ୍ୱାସ୍ଥ୍ୟ

ମୃତ୍ୟୁ ଉପରେ ଲାଗି ପାରୁନି ରୋକ୍: ଆଜି ୧୯ ଜଣ କରୋନାରେ ଟଳିଲେ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ମଧ୍ୟରେ ରହୁଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି […]

ଖେଳ ଦେଶ ବିଦେଶ

ଆପିଏଲ ନିଲାମି ପାଇଁ ୫୯୦ ଖେଳାଳିଙ୍କ ତାଲିକା ଘୋଷଣା କଲା ବିସିସିଆଇ : ଆସନ୍ତା ୧୨, ୧୩ ତାରିଖରେ ବାଙ୍ଗାଲୋରରେ ହେବ ନିଲାମ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ-୨୦୨୨ ପାଇଁ ନିଲାମି ପୂର୍ବରୁ ଖେଳାଳିଙ୍କ ତାଲିକା ଜାରି କରିଛି ବିସିସିଆଇ । ଆଇପିଏଲ ପାଇଁ ମୋଟ ୫୯୦ ଜଣ ଖେଳାଳିଙ୍କ ତାଲିକା ଜାରି ହୋଇଛି । ଆସନ୍ତା ଫେବୃୟାରି ୧୨ ତାରିଖ ୧୩ ତାରିଖ ଦୁଇ ଦିନ ଧରି ନିଲାମ ହେବ । ବିସିସିଆଇ ଆଇପିଏଲର ୧୫ତମ ସଂସ୍କରଣ ପାଇଁ ବେଙ୍ଗାଲୁରରେ ଭବ୍ୟ ନିଲାମିର ଆୟୋଜନ କରିିବ । ଚଳିତ ବର୍ଷ ନିଲାମ ପାଇଁ ସର୍ବାଧିକ ରିଜର୍ଭ ଦର […]

ଖେଳ ଦେଶ ବିଦେଶ

ଦର୍ଶକରେ ଗୁଞ୍ଜି ଉଠିବ ଇଡେନ ଗାର୍ଡେନ୍ସ ଷ୍ଟାଡିୟମ, ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ଦର୍ଶକଙ୍କୁ ମିଳିଲା ଅନୁମତି

କୋଲକାତା: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଫେବୃଆରୀ ୧୬ରୁ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପଶ୍ଚିମବଙ୍ଗ ସରକାର କ୍ରିକେଟ୍ ପ୍ରେମୀଙ୍କୁ ଦେଇଛନ୍ତି ବଡ ଖୁସିର ଖବର। ରାଜ୍ୟ ସରକାର ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମର ଦର୍ଶକରେ ସଂପୂର୍ଣ୍ଣ ଭର୍ତ୍ତି ହେବ ନାହିଁ। କାରଣ ରାଜ୍ୟ ସରକାର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମେଡିକାଲ ନାମଲେଖା କାର୍ଯ୍ୟସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର: ଏମବିବିଏସ ଓ ବିଡିଏସରେ ନାମଲେଖା ପାଇଁ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ଫେବ୍ରୁଆରୀ ୨ ସକାଳ ୧୦ଟାରୁ ୩ ତାରିଖ ରାତି ୧୧ଟା ୫୯ ଯାଏଁ ଚଏସ୍ ଲକିଂ ହେବ । ୫ ଫେବ୍ରୁଆରୀରେ ପ୍ରଥମ ରାଉଣ୍ଡ ଆଲଟମେଣ୍ଟର ପବ୍ଲିକେସନ ହେବ । ଫେବ୍ରୁଆରୀ ୭ରୁ ୧୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ । ତେବେ ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ଚୂଡ଼ାନ୍ତ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି। ଚଳିତ […]

ଦେଶ ବିଦେଶ ମନୋରଞ୍ଜନ

ଗାୟିକାରୁ ନାୟିକା ‘ସୋଫି ଚୌଦ୍ରୀ’

କଳା ଓ ସଂସ୍କୃତିର କ୍ଷେତ୍ର ଭାରତବର୍ଷ ପ୍ରତି ଅନେକ ବିଦେଶୀ କଳାକାର ଆକୃଷ୍ଟ ହୋଇ ଏଠାରେ ନିଜର ଜୀବିକା ନିର୍ବାହ କରିବାକୁ ପସନ୍ଦ କରି ଆସିଛନ୍ତି। ଏପରିକି ଭାରତୀୟ ଦର୍ଶକଙ୍କ ଚାହିଦା ପୂରଣ ପାଇଁ କେହି କେହି ସଂଗୀତରୁ ଅଭିନୟକୁ ନିଜର ପେସା ବଦଳାଇଛନ୍ତି ଯେ କେହି କେହି ବିପରୀତ ପନ୍ଥା ମଧ୍ୟ ଅବଲମ୍ବନ କରିଛନ୍ତି। ସେହି କ୍ରମରେ ମଡେଲ, ଟେଲିଭିଜନ ଉପସ୍ଥାପିକା, କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ସୋଫି ଚୌଦ୍ରୀଙ୍କ ଜୀବନଯାତ୍ରା ବେଶ୍‌ ରୋଚକପୂର୍ଣ୍ଣ ହୋଇପାରିଛି। ପ୍ରଥମେ […]

ମନୋରଞ୍ଜନ ରାଜ୍ୟ

ରୁଦ୍ରାଣୀର ସୁଟିଂ ଶେଷ

ଝିଲିକ‌୍ ମୋସନ୍‌ ପିକଚର୍ସର‌‌ ପ୍ରଥମ ଅବଦାନ ‘ରୁଦ୍ରାଣୀ’ର ସୁଟିଂ ଶେଷ ପରେ କ୍ୟାମ୍ପ ଫାୟାର‌୍ ଭୁବନେଶ୍ୱର ପଟିଆସ୍ଥିତ ଲା-ଲନ୍ ଗାର୍ଡେନଠାରେ ଅନୁଷ୍ଠିତ ହୋଇଯାଇଅଛି। ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ୍ କ୍ୟାମ୍ପ ଫାୟାର୍‌ରେ ଭାବବିହ୍ୱଳ ହୋଇ ସ୍ପଟ୍‌ବୟରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କର ସହଯୋଗକୁ ପ୍ରଶଂସା କରିଥିଲେ। ବହୁଦିନ ପରେ କୌଣସି ଏକ ଓଡ଼ିଆ ଚଳଚ୍ଚିତ୍ରରେ ସ୍ବତନ୍ତ୍ର ଆୟୋଜନ କରାଯାଇ ସମସ୍ତଙ୍କ କାର୍ଯ୍ୟକୁ ଧନ୍ୟବାଦ ଦେଇଥିବାରୁ ଅଭିନେତ୍ରୀ ଝିଲିକ୍‌ଙ୍କୁ ପ୍ରଯୋଜକ ଟୁଟୁ ନାୟକ ସାଧୁବାଦ ଜଣାଇଥିଲେ। ଏହି […]

ଦେଶ ବିଦେଶ ମନୋରଞ୍ଜନ

‘ରାଧେ ଶ୍ୟାମ’ ରିଲିଜ୍‌ ତାରିଖକୁ ନେଇ ହଟିଲା ଦ୍ୱନ୍ଦ୍ୱ, ଏହି ଦିନ ରିଲିଜ୍ ହେବ ଫିଲ୍ମ

ମୁମ୍ବାଇ ୦୨/୦୨; ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ପୂଜାଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ୍‌ ତାରିଖକୁ ନେଇ ଦ୍ବନ୍ଦ ଲାଗିରହିଛି। ଜାନୁଆରୀ ୧୪ ରେ ଏହି ଫିଲ୍ମ ରିଲିଜ୍ ହେବାର ଥିଲା। କିନ୍ତୁ କରୋନା କଟକଣା ପାଇଁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା। ଫିଲ୍ମ ମେକର ଫିଲ୍ମର ନୂଆ ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ରଟି ୧୧ ମାର୍ଚ୍ଚରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ‘ରାଧେ ଶ୍ୟାମ’ ଟ୍ବିଟର ପେଜ୍‌ରୁ […]

ଖେଳ ଦେଶ ବିଦେଶ

ଆଫଗାନିସ୍ତାନର ସାମାନ୍ୟ ଭୁଲ ପଡିଲା ମହଙ୍ଗା, ୨୪ ବର୍ଷ ପରେ ଫାଇନାଲରେ ଏଣ୍ଟ୍ରି ମାରିଲା ଇଂଲଣ୍ଡ

ନୂଆଦିଲ୍ଲୀ ୦୨/୦୨: ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ପହଞ୍ଚିଛି ଇଂଲଣ୍ଡ । ପ୍ରଥମ ସେମିଫାଇନାଲରେ ସେମାନେ ଡକ୍ୱର୍ଥ-ଲୁଇସ୍ ନିୟମ ଅଧୀନରେ ଆଫଗାନିସ୍ତାନକୁ ୧୫ରନରେ ପରାସ୍ତ କରିଥିଲେ । ଏହା ସହ ଆଫଗାନିସ୍ତାନର ପ୍ରଥମ ଥର ପାଇଁ ଆଇସିସି ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାର ସ୍ୱପ୍ନ ଭାଙ୍ଗିଯାଇଛି । ୨୪ବର୍ଷ ପରେ ଇଂଲଣ୍ଡ ଦଳ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ବର୍ଷା ହେତୁ ମ୍ୟାଚ୍ ୪୭-୪୭ ଓଭରରେ କରିବାକୁ ପଡିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ […]

କଳା ଓ ସଂସ୍କୃତି ରାଜ୍ୟ

୨୧ ଦିନ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର: ଆରମ୍ଭ ହେଲା କାଳିଆ ଦର୍ଶନ, ପ୍ରଥମ ଦିନରେ ଦର୍ଶନ କଲେ ୨୦ ହଜାର ଶ୍ରଦ୍ଧାଳୁ

ପୁରୀ : ମଙ୍ଗଳବାରଠାରୁ ପୁଣିଥରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ବାର ଖୋଲିଛି। ୨୧ ଦିନ ଧରି ଶ୍ରୀମନ୍ଦିର ବନ୍ଦ ପରେ ଦର୍ଶନ ପାଇଁ ଆତୁର ଭକ୍ତମାନେ କାଳିଆକୁ ମନଭରି ଦେଖିଛନ୍ତି। କୋଭିଡ୍‌ କଟକଣା ଭିତରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଯେଉଁଭଳି ଭକ୍ତ ଦର୍ଶନ ପାଇଁ ଆସିବା ନେଇ ପୂର୍ବାନୁମାନ କରାଯାଉଥିଲା, ସେଭଳି ଦେଖିବାକୁ ମିଳିନି। ସିଂହଦ୍ବାରରେ ଭକ୍ତଙ୍କ ସେଭଳି ଭିଡ଼ ଦେଖିବାକୁ ମିଳିନି। ଆଜି ପ୍ରାୟ ୨୦ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଇଚ୍ଛାମୃତ୍ୟୁ ମାଗିଲେ ଦ୍ୱାଦଶ ଶ୍ରେଣୀ ଛାତ୍ର, ଗ୍ଲୋକାଲ ମେଡିକାଲ କଲେଜ ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

ସହାରାନପୁର ୦୨/୦୨ : ମଝିରେ ପାଠ ପଢା ବନ୍ଦ ହେବାରୁ ଅନେକ ଅସୁବିଧା ଭୋଗୁଥିବା ମେଡିକାଲ କଲେଜର ଛାତ୍ରମାନେ ରାଷ୍ଟ୍ରପତିଙ୍କଠାରୁ ଇଚ୍ଛାମୃତ୍ୟୁ ଦାବି କରିଛନ୍ତି । ଛାତ୍ରମାନେ ମେଡିକାଲ କଲେଜ ପରିଚାଳନାକୁ ଏମସିଆଇ ଦ୍ୱାରା ଡି-ସ୍ୱୀକୃତି ବୋଲି ଅଭିହିତ କରିଥିଲେ । ତଥାପି, ସେ ସେମାନଙ୍କୁ ଭୁଲ୍ ମାର୍ଗରେ ଶିକ୍ଷା ଦେଇ ଚାଲିଥିଲେ । ନଗର ମାଜିଷ୍ଟ୍ରେଟଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ କୁହାଯାଇଛି ଯେ ୨୦୧୬ ମସିହାରେ NEET ଯୋଗ୍ୟତା ହାସଲ କରିବା ପରେ ସାହାରନପୁରର ଗ୍ଲୋକାଲ ମେଡିକାଲ […]