କୋରାପୁଟରେ ଉତ୍ତରପ୍ରଦେଶ ଯୁବକଙ୍କୁ ଅପହରଣ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋରାପୁଟ: ଉତ୍ତରପ୍ରଦେଶ ଆମରୋହା ଜିଲ୍ଲା ଅନ୍ତର୍ଗତ ଉମହେଡା ଗାଁରୁ କୋରାପୁଟ ଆସିଥିବା ଯୁବକ ଅବଦୁଲ ମାନ୍ନାଙ୍କୁ ଯୋଜନାବଦ୍ଧ ଭାବେ କରାଯାଇଥିଲା ଅପହରଣ। ୩ଦିନ ଧରି ନିର୍ମାଣାଧୀନ କୋଠାରେ ରଖି ନିର୍ଯାତନା ଦେଇ ପରିବାର ଲୋକଙ୍କୁ ଫୋନ୍ କରି ୨୫ଲକ୍ଷ ଟଙ୍କା ମାଗିଥିଲେ […]









